ନ୍ୟାୟ ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବିଧବା ମହିଳା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ନ ଶୁଣିବାରୁ ନ୍ୟାୟ ଆଶାରେ ଧାରଣାରେ ବସିଲେ ବିଧବା ମହିଳା । ବଙ୍ଗୋମୁଣ୍ଡା ଥାନା ଖୁଜେନବାହାଲ ଗ୍ରାମର ଜଣେ ବିଧବା ମହିଳା ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି ।…
Read More...

ଷଡାଙ୍ଗୋଇ ପଞ୍ଚୁଦୋଳ ମେଳଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ଅନ୍ତର୍ଗତ ଷଡାଙ୍ଗୋଇ ଗ୍ରାମରେ ଗତ ମାର୍ଚ୍ଚମାସ ଏଗାର ତାରିଖରେ ପଞ୍ଚୁଦୋଳ ମେଳଣ ଉଦଯାପିତ ହଇଯାଇଛି । ଗତ ଦଶ ତାରିଖରେ ଏହି ଗ୍ରାମରେ ଥନାପତି ଶ୍ରୀ ଶ୍ରୀ ବାଙ୍କେଶ୍ୱର ଦେବ ଏକ ଆଡମ୍ବର ପୂର୍ଣ୍ଣ ବାଜାବାଣ, ଘୋଡାନାଗା, ସଖୀ, ଭାଲୁ, ବୁଢାବୁଢୀ…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ : ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଜିଲ୍ଲାର ଉଲୁଣ୍ଡା ବ୍ଲକ ସିଂହାସନୀ ଜଙ୍ଗଲ ଜମିରେ ଅଫିମ ଚାଷ ହୋଇଥିବା ଦେଖିବାକୁ ପାଇଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ଧରାଯାଇଥିବା ସିଂହାସନୀ ସଂରକ୍ଷିତ ଜଙ୍ଗଲର ଅରଖମୁଣ୍ଡା ଠାରେ ୧ ଏକରରୁ କମ…
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉଦଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦଯାପିତ ହୋଇଯାଇଛି । ୮ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ ସ୍ଥାନାଧିପତି…
Read More...

ଭିଜିଲାନ୍ସ ଜାଲରେ ଏଏସଆଇ ଅରୂପା ନନ୍ଦ ଦାସ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡିଶା ଭିଜିଲାନ୍ସ ବଡ଼ଗାଁ ପୋଲିସ ଷ୍ଟେସନ, ଜିଲ୍ଲା- ସୁନ୍ଦରଗଡ଼ର ଏଏସଆଇ ଅରୂପା ନନ୍ଦ ଦାସଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି । ଅର୍ଥାତ୍ ୧୨.୦୩.୨୦୨୬ରେ, କିଛି ସମୟ ପୂର୍ବରୁ, ସୁନ୍ଦରଗଡ଼…
Read More...

ନୂଆପଡାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୂଆପଡା, (କେପିଏସ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା ଓ ଗୃହ ତାଲିକା ସମ୍ବନ୍ଧୀୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ସ୍ଥାନୀୟ ସଦଭାବନା ସଭା ଗୃହରେ ସମାପ୍ତ ହୋଇଛି । ଏହି ପ୍ରଶିକ୍ଷଣ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ, ନୂଆପଡା ମଧୁସୂଦନ…
Read More...

ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆନୁକୂଲ୍ୟରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…
Read More...

ନୂଆପଡ଼ା ମାରାଗୁଡ଼ା ଲୋକ ମହୋତ୍ସବ–୨୦୨୬ ପାଇଁ ବାଜିଲା ବିଗୁଲ୍ : କମିଟି ସଦସ୍ୟଙ୍କ ଦ୍ଵାରା ପୋଷ୍ଟର ଉନ୍ମୋଚିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲାର ଇତିହାସ ଐତିହ୍ୟ ଲୋକକଳା ଓ ସଂସ୍କୃତି ର ମହାପାର୍ବଣ "ମାରାଗୁଡ଼ା ଲୋକମହୋତ୍ସବ–୨୦୨୬"ର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଚାର ଫର୍ଦ୍ଦ (ପୋଷ୍ଟର) ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ଵରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ କମିଟିର…
Read More...

ନୂଆପଡାରେ ଉଠା ଜଳସେଚନ ପ୍ରକଳ୍ପ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି) ଅଧୀନରେ ଚାଲୁଥିବା ଉଠା ଜଳସେଚନ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରୁ ଜଣାଗଲା ଯେ,…
Read More...

ଓଡିଶାରେ ଟେଲିକମ୍ ସବସିଡି ସମ୍ପର୍କରେ ରାଜ୍ୟସଭାକୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ ୨,୨୨୯ କୋଟି ଟଙ୍କାର ଆବଣ୍ଟନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଞ୍ଚାର ଓ ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ରାଜ୍ୟ ସଭାକୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ୍…
Read More...