ଅନାବନା ଘାସଲତା ପରିପୂର୍ଣ୍ଣ ଟ୍ରାନ୍ସଫର୍ମର ଗାଈଗୋରୁଙ୍କ ପ୍ରତି ବିପଦ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ନିକଟସ୍ଥ ସୋସାଇଟି ସାର୍ ଗୋଦାମ ନିକଟରେ ଦୁଇଟି ମୁକୁଳା ଟ୍ରାନ୍ସଫର୍ମର ରହିଛି । ଟ୍ରାନ୍ସଫର୍ମର ପରିସର ଅନାବନା ଗଛ ତଥା ଘାସଲତାରେ ପରିପୂର୍ଣ୍ଣ ଥିବାରୁ ବୁଲା ଗାଈଗୋରୁଙ୍କ ପ୍ରତି ବିପଦ ରହିଛି ।!-->…
Read More...
Read More...