ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ଆର୍. ଜି. ଏଚ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆର୍ଜିଏଚ୍ର ବଟାନିକାଲ୍ ଗାର୍ଡେନ୍ ଠାରେ ଆୟୋଜିତ ହୋଇଯାଇଛି । ଆର୍ଜିଏଚ୍ର ସୁପରିଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ, ଡେପୁଟି ସିଏମ୍ଓ ଡାକ୍ତର ପଣ୍ଡିତ ସାହୁ, ଡାକ୍ତର!-->…
Read More...
Read More...