ଟିଟିଲାଗଡ଼ରେ ୧୩୨/୩୩ କେଭି ଗ୍ରୀଡ୍ ସ୍ଥାପନ ପାଇଁ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଟିଟିଲାଗଡ଼ ବିଧାୟକ…
ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଞ୍ଚଳବାସୀ ଭୋଗୁଥିବା ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ସୋମବାର ଦିନ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ୧୩୨/୩୩ କେଭି ଗ୍ରୀଡ୍ ନିର୍ମାଣ କରିବାକୁ ଏକ ଦାବିପତ୍ର!-->…
Read More...
Read More...