ଜେନିଥ ଲାଇନ୍ସ ଗୁରୁକୁଳରେ ସମ୍ବଲପୁରୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିବସ ଭାବରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣ୍ଡୋସିଲ କଲେଜର ଓଡିଆ ଅଧ୍ୟାପକ ସନ୍ତୋଷ ସିଂହ ଠାକୁର…
Read More...

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ମିଶ୍ର ଅବସର ଗ୍ରହଣ କରିଛନ୍ତି । ଏଇ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ପଞ୍ଚାୟତ…
Read More...

୧୦ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କେଜି ଗଞ୍ଜେଇ ସହ ଦୁଇଟି ବାଇକ୍‌ ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ସୂଚନା ଅନୁଯାୟୀ ଗୁରୁବାର ସକାଳ ସମୟରେ ଖପ୍ରାଖୋଲ ପୋଲିସ…
Read More...

ଆଜିଠାରୁ କଳାହାଣ୍ଡିରେ ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ ହେଲ୍‌ମେଟ୍‌ ବ୍ୟବହାର କରୁନଥିଲେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ମିଳିବନି । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ । ଜିଲ୍ଲାରେ ଅନେକ ସମୟରେ ଯାନବାହାନ ଦୁର୍ଘଟଣା ଘଟି ଅକାଳେ ଜୀବନ…
Read More...

ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ

ନୟାଗଡ଼ : ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୮ ବର୍ଷର ନାବାଳକ ମୃତ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ାଝରି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଜଣକ ସେବି ଗାଁର ସୁରେଶ ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ । ସୂଚନା ଅନୁଯାୟୀ, ଗୁରୁବାର ସକାଳେ ସୂର୍ଯ୍ୟକାନ୍ତ ଶୌଚ…
Read More...

ଦୂର ସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ତା - ୩୦/୦୭/୨୦୨୪ ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଇନ୍ଦୁପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଭାରତୀୟ ଟେଲିକମ ପ୍ରାଧିକରଣଙ୍କ ସହାୟତାରେ ବିକାଶ ଅନୁଷ୍ଠାନ ବ୍ରହ୍ମପୁର, ଗଞ୍ଜାମ ଦ୍ଵାରା ସାଇବର ଅପରାଧ ଓ ଆଧୁନିକ ଟେଲିଫୋନ…
Read More...

କେରଳର ୱାୟନାଡରେ ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ସଂସଦର ଉଭୟ ଗୃହରେ ବିତର୍କରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ…

ମୋଦୀ ସରକାର ଏହି ସଙ୍କଟ ସମୟରେ କେରଳବାସୀ ଓ କେରଳ ସରକାରଙ୍କ ସହ ଠିଆ ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ଅପଡେଟ୍ ନେଉଛନ୍ତି୨୦୧୪ ପୂର୍ବରୁ ବିପର୍ଯ୍ୟୟ ମୁକାବିଲା ପାଇଁ ଭାରତର ଏକ ଉଦ୍ଧାର -…
Read More...

ବାଇକ୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା : ଝିଅ ମୃତ, ବାପପୁଅ ଗୁରୁତର ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଅଙ୍ଗୀନଦୀ ପୋଲ ନିକଟରେ ଏକ ଟ୍ରାକ୍ଟର ଓ ବାଇକ୍ ମୁହାଁ ମୁହିଁ ଧକ୍କା । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ସମୟରେ ଏକ ଟ୍ରାକ୍ଟର (ଓ ଡି ୨୪ କେ ୩୧୫୪) ଜମିରେ ଚାଷ କରି ଲୁହାଚକ ଲଗାଇ କନ୍ୟାଶ୍ରମର ଅଙ୍ଗୀନଦି ଦେଇ ଡାବୁଗାଁ…
Read More...

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ଜଣେ ନାବାଳିକା ଯୁବତୀକୁ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୩୨୯/୨୪ କ୍ରମେ ଦଫା ୩୭୬ (୨), ୬ ପୋସ୍କୋ ମାମଲା କରି ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗିର କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତ କବିରଥ ଦଣ୍ଡସେନା (୪୦)…
Read More...

ବାଇକ୍‌ ଲୁଟ୍‌ ଅଭିଯୋଗରେ ୬ ଜଣ ଅଭିଯୁକ୍ତ ଗିରଫ : ବାଇକ୍‌ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳରେ ଜଣେ ଯୁବକଙ୍କ ବାଇକ୍‌କୁ ଲୁଟ୍‌ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୩୩୧/୨୪ କ୍ରମେ ଦଫା ୩୧୦/(୨) ମାମଲା ରୁଜୁ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ସଇଁତଲା କୋର୍ଟକୁ ଚାଲାଣ କରିଥିଲା । ଏଥିରେ ଜାମିନ…
Read More...