ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁରେକେଲା ସଭାଗୃହରେ ଗଭର୍ଣ୍ଣିଙ୍ଗ ବଡି ମିଟିଂ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃରେ ଆଜି ଗଭର୍ଣ୍ଣିଙ୍ଗ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଚେଆର୍‌ମେନ୍…
Read More...

ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ ସହର ପରିକ୍ରମା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ…
Read More...

ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଓଲୋଜିଷ୍ଟ ଲାଂଚୁଆ ବାବୁ । ଲାଂଚ ନେଇ ଧରାପଡ଼ିଗଲେ ଜିଓଲୋଜିଷ୍ଟ । ବିଲ୍‌ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଛନ୍ତି ବଲାଙ୍ଗିର ଭୁତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ…
Read More...

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର…
Read More...

ଧୋବଘାଟେନ୍ ଛକ ଠାରେ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲୀ ଗ୍ରାମ ଧୋବଘାଟେନ୍ ମନ୍ଦିର ସାମ୍ନାରେ ଜଣେ ଯୁବକଙ୍କ ଉପରେ ଏକ ବଡ ଗଛର ଡ଼ାଳ ପଡିଯିବାରୁ ଯୁବକ ଗୁରତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବେଲାପଡ଼ା ଥାନା ଅନ୍ତର୍ଗତ ସିହିନି ଗ୍ରାମର ରୂପ ରଣା କୌଣସି…
Read More...

ବିବେକାନନ୍ଦ ପଟେଲଙ୍କ ଦେହାନ୍ତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ୍ ଗ୍ରାମର ବିବେକାନନ୍ଦ ପଟେଲଙ୍କ ୫୬ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟ ପରାୟଣ ପଶୁଧନ ନୀରିକ୍ଷକ ଭାବେ ନିଷ୍ଠାପର ସହିତ ନିଜର ଦାୟିତ୍ଵ ନିର୍ବାହ କରି ଆସୁଥିଲେ । କରୋନା ମହାମାରୀ ସମୟରେ ସେ ଯକୃତ କର୍କଟ…
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ଓ ଅରୁଣା- ସିଆର୍ର୍ଏସ୍‌ର ମିଳିତ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହ ଠାରେ ନୂଆ ଫୋଷ୍ଟର୍ କେୟାର ମାର୍ଗଦର୍ଶିକା ୨୦୨୪ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମରେ…
Read More...

ଧାତୁକିପାଲି ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକଙ୍କ ବିଦ୍ୟାଳୟ ପ୍ରତି ସହଯୋଗକୁ ପ୍ରୋତ୍ସାହନ ଦେବା ଓ ତାଙ୍କୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ଅନୁଷ୍ଠିତ…
Read More...

ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସବୁ ଦିନ ଭଲି ଆଜି ମଧ୍ୟ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ । ବିଦ୍ୟାଳୟରେ ଚାଲିଥିଲା କୁଇଜ୍‌ କନ୍‌ପିଡିସନ୍‌ । ଛାତ୍ରୀ ଜଣକ କୁଇଜ୍‌ କନ୍‌ପିଡିସନ୍‌ରେ ଭାଗ ନେଇ ବସିଥିବା…
Read More...

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ

ବନ୍ଦେ ମାତରମ, ଜୟ ହିନ୍ଦରେ ପ୍ରକମ୍ପିତ ଖପ୍ରାଖୋଲ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ…
Read More...