ଅର୍ଦ୍ଧଦଗ୍ଧ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଲିଲି ଛତର (୧୦) ଗତ ଅଗଷ୍ଟ ୧୫ ତାରିଖରେ ଗରମ ଭାତ ହାଣ୍ଡିରେ ପଡିଯିବାରୁ ଗରମ ତୋରାଣି ପଡ଼ି ୩୨ ପ୍ରତିଶତ ଦେହ ପୋଡ଼ିଯାଇଥିଲା । ତାକୁ ସେହିଦିନ ପ୍ରଥମେ ପଦ୍ମପୁର ଉପଖଣ୍ଡ…
Read More...

ଏକ ପେଡ୍‌ ମାଁ କେ ନାମ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଏକ ପେଡ୍‌ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା,…
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ ଆନୁକୂଲ୍ୟରେ ସ୍ଥାନୀୟ ଜୈନ ଭବନ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଶିଷ୍ଟ ଅତିଥି…
Read More...

ଡ୍ୟାଫୋଡିଲ୍ ଦିବସ

ଡେଲାଙ୍ଗ, (କେପିଏନ୍‌ଏସ୍‌) : ଡ୍ୟାଫୋଡିଲ୍, ପିଆଜ ଭଳି ଏକ ବଲ୍ବ (ଗୋଲାକୃତି ମୂଳ) ସୃଷ୍ଟି କରୁଥିବା ଉଦ୍ଭିଦ । ଏହି ଫୁଲ ତୂରୀ ପରି ଏବଂ ଏହାର ଶୋଭା ପାଇଁ ବହୁଳ ଭାବରେ ଚାଷ କରାଯାଏ, ଯାହା ବସନ୍ତ ଋତୁରେ ଉତ୍ପନ୍ନ ହୁଏ । ଡ୍ୟାଫୋଡିଲ୍ ଉତ୍ତର ୟୁରୋପରେ ମୂଳତହ ଉପ୍ତନ୍ନ ଏବଂ ସମଗ୍ର…
Read More...

କୋଟି ଓଡିଆଙ୍କ ମଉଡମଣି ପ୍ରଭୁଜଗନ୍ନାଥ ଗ୍ରନ୍ଥାବଳୀ ଉନ୍ମୋଚନ

କୁଞ୍ଜବିହାରୀ ରାଉତଙ୍କୁ ସୁସାମ୍ବାଦିକ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : କଳ୍ପନା ସାହିତ୍ୟ ସଂସ୍କୃତି ଓ ସାମାଜିକ ପରିଷଦ ପକ୍ଷରୁ 'କୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥ ଗ୍ରନ୍ଥାବଳୀ' ର ଶୁଭ ଉନ୍ମୋଚନ ସମାରୋହ ଓ ରକ୍ଷାବନ୍ଧନ ଭୁବନେଶ୍ୱର ବୁଲନଭାଇ ସେବା ସଦନ ଠାରେ…
Read More...

ବିଦ୍ୟୁତ୍‌ ସର୍ଟ ସାର୍କିଟ୍‌ ଲାଗି ଜଳିଗଲା ଘର : ଲକ୍ଷାଧିକ ଟଙ୍କାର କ୍ଷତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଇଲେକ୍ଟ୍ରିକ୍ ସର୍ଟ ସାର୍କିଟ୍ ଯୋଗୁଁ ଜଳିଗଲା ଘର । ଫଳରେ ଘରେ ଥିବା ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଜାଣି ନଥିଲେ…
Read More...

ଭାରତ ବନ୍ଦକୁ ସମର୍ଥନ କରି ଆଦିବାସୀ ଦଳିତ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା

ସଇଁତଲା, (ପ୍ରମୋଦ ସେଲମା) : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂରକ୍ଷଣର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାର ପ୍ରତିବାଦରେ ଆଦିବାସୀ ଦଳିତ ସଂଘ ସଇଁତଲା ବ୍ଲକ ତରଫରୁ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଜାତୀୟ ରାଜପଥ ୨୬ ନମ୍ବରକୁ ଅବରୋଧ କରି…
Read More...

ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ‘ନବୀନ’ : କବି ଡ. ପ୍ରସନ୍ନ ପାଟ୍ଟଶାଣୀ

'ନବୀନ'ର ପ୍ରତିଷ୍ଠାତା ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର 'ନବୀନ' ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ବୋଲି ପୂର୍ବତନ ସାଂସଦ ତଥା ଓଡ଼ିଶାର ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ…
Read More...

୨୪ ତାରିଖରେ ରାଜ୍ୟରେ ଘୂର୍ଣ୍ଣିବଳୟ : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ବାଲେଶ୍ୱର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ହେବ । ଏହା ପ୍ରଭାବରେ ୨୩ରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ । ଦିନବେଳା ଖରା ହେଉଥିବାରୁ ଅପରାହ୍ନରେ ଘଡ଼ଘଡ଼ି ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ…
Read More...

ଦିବଙ୍ଗତ ଡାକ୍ତରଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : କଲିକତାରେ ବଳାତ୍କାରର ଶିକାର ହୋଇ ମୃତ୍ୟୁବରଣ କରିଥିବା ଡାକ୍ତରାଣୀଙ୍କ ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ ତରଫରୁ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଇସ୍ପାତ ମାର୍କେଟ ଠାରୁ ବାହାରି ପରିବା ମାର୍କେଟ ଦେଇ ଆଇଜିଏଚ ଗେଟ୍ ଠାରେ ପହଞ୍ଚିଥିଲା ।…
Read More...