‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାର ୬୫୬ରୁ ଅଧିକ ଛାତ୍ରଛାତ୍ରୀ ହେବେ ପୁରସ୍କୃତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୫ ତାରିଖ ତଥା ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ କରାଯିବାକୁ ଥିବା 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ'…
Read More...

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ଭଞ୍ଜନଗର : ତାରାସିଂ ଥାନା ଅଧୀନ ନୂଆ ବାଙ୍କତରା ଗ୍ରାମରେ ଜମିରେ ପାଣି ମଡାଇବାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ବେଳେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କବିରାଜ ଗୌଡ଼ (୪୫) । ସୂଚନା ମୁତାବକ…
Read More...

ନନ୍ଦନକାନନରେ ଟୟ ଟ୍ରେନ୍ ବନ୍ଦ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ରେଳଗାଡ଼ି (ଟୟ ଟ୍ରେନ୍) ଚଳାଚଳ ଗତ ୧୩ ତାରିଖରୁ ବନ୍ଦ ହୋଇଛି । ତେବେ କେଉଁ କାରଣରୁ ବନ୍ଦ ରହିଛି କର୍ତ୍ତୃପକ୍ଷ କହୁନାହାନ୍ତି । ଗଲା ଜାନୁଆରୀରେ ବ୍ୟାଟେରୀ ଖରାପ ହେବା କାରଣ ଦର୍ଶାଇ ପ୍ରାୟ ୩ ମାସ ଶିଶୁ ରେଳଗାଡ଼ି ବନ୍ଦ ରହିଥିଲା । ତେବେ…
Read More...

ରାଇଘର ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜି ମାରିଲା ବିଜେଡି

ରାଇଘର, (ରାମଡୁଆଲ ସିହ୍ନା) : ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇଘର ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ଓ ବିଜେପି…
Read More...

ଓଲଟିଲା ଟିଣ ବୋଝେଇ ଟ୍ରକ୍, ଜଣେ ମୃତ

ଫୁଲବାଣୀ : କଳିଙ୍ଗା ଘାଟୀରେ ଭାରସାମ୍ୟ ହରାଇ ଓଲଟିଲା ଟିଣ ବୋଝେଇ ଟ୍ରକ୍ । ଘଟଣା ସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଏକ ଟିଣ ବୋଝେଇ ଟ୍ରକ କଳିଙ୍ଗା ଘାଟୀରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା ।…
Read More...

କୋଇଡା ପ୍ରେସ କ୍ଲବ ପକ୍ଷରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ

କୋଇଡା, (ସମ୍ବିତ ଜେନା) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ କୋଇଡା ପ୍ରେସ କ୍ଲବ ପକ୍ଷରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର ମୁଖ୍ୟ ଅତିଥି ରୂପେ…
Read More...

କଟାବାହାଲ ଠାରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, ( ନିରୋଜ କୁମାର ପାଣୀ ) : ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । କେଉଁଠି ଅତ୍ୟଧିକ ବର୍ଷା ଫଳରେ ଧନ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି…
Read More...

“ଏକ ପେଡ୍ ମାଁ କେ ନାମ୍” : ବୁଢ଼ୀପଦରରେ ବିଶ୍ଵ ପରିବେଶ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତଥା ପଞ୍ଚାୟତ ସମିତି, ଲୋଇସିଂହା ତରଫରୁ ବୁଢ଼ୀପଦର ଖେଳପଡିଆ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଭାରସାମ୍ୟ ହରାଇ ଘାଟିକୁ ଖସିଲା ସ୍କୁଲ ବସ୍ : ୬ ମୃତ, ୨୨ ଆହତ

ଲେହ : ଲଦାଖର ଲେହରେ ଏକ ବଡ଼ ଦୁର୍ଘଟଣାର । ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପୁଲିସର ସୂଚନା ଅନୁସାରେ ବସ୍‌ଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଖବର ପାଇ ସୁରକ୍ଷାବାହିନୀର…
Read More...

କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କିଛି ଦିନ ହେଲା ଅପରାଧୀ ସକ୍ରିୟ ହୋଇପଡ଼ିଛନ୍ତି । ଏତିକି ବେଳେ ସହରର କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁଧବାର ରାତି ପ୍ରାୟ ୯ଟା ସମୟରେ ମାରଣାସ୍ତ୍ରରେ ସୌମ୍ୟଙ୍କ ଉପରେ ଆକ୍ରମଣ…
Read More...