ଜୟପାଟଣାର ଅପହଞ୍ଚ ଇଲାକାରେ ପୁଣି ଝାଡ଼ାବାନ୍ତି : ଦୁଇ ମୃତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଟିଙ୍ଗୋପଖାନ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ୨୭ଜଣ ପ୍ରଭାବିତଙ୍କୁ ୧୫ ଦିନ ନ ପୁରୁଣୁ ଏବେ ଜୟପାଟଣା ବ୍ଲକର ଭିନ୍ନ ଏକ ଅପହଞ୍ଚ ଇଲାକା ଭାଟିପାସ ଗ୍ରାମରେ ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି । ଧନସୁଲି ପଞ୍ଚାୟତ…
Read More...

ଲାୟନ୍ସ କ୍ଲବ ପକ୍ଷରୁ ନୃସିଂହନାଥରେ ପ୍ରତିଷ୍ଠା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ ଦାଦିଜୀ ହୋଟେଲ ରେମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ ନେତୃତ୍ଵରେ ସଭା ଆୟୋଜନ ହୋଇଥିଲା । ମୁଖ୍ୟଅତିଥି ଭାବେ ପ୍ରଦୀପ ବଂଶଲ,…
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଶିକ୍ଷା ବରଗଡ଼ ସୌଜନ୍ୟରୁ ଓ ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷା ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ ଓ ଆବିଷ୍କାର ମନୋବୃତ୍ତିକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମ୍ପର୍କିତ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା…
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ବିଷ୍ଣୁମୁଣ୍ଡା ସ୍ଥିତ ଅନ୍ନପୂର୍ଣ୍ଣା ନଗରରେ ବୃକ୍ଷରୋପଣ କରାଯାଇଥିଲା । ଶ୍ରୀହରିନାମ ପ୍ରଚାର ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ରଙ୍କ…
Read More...

ମାୟାବର୍ହା ହାଇସ୍କୁଲରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ, ମାୟାବର୍ହାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଆଜି ଶୁକ୍ରବାର ଜାତୀୟ ମହାକାଶ ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ କ୍ଲଷ୍ଟର ସଂଯୋଜକ…
Read More...

ଅଖିଳ ଭାରତୀୟ କ୍ଷେତ୍ରୀୟ ଗୋଣ୍ଡ ସମାଜ ନୂଆଁଖାଇ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବୁଢ଼ା ଦେଓ ମଣ୍ଡପ ଠାରେ ନୂଆଁଖାଇ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜର ବରିଷ୍ଠ ବ୍ୟକ୍ତି ରିଘୁନନ୍ଦନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଇକମାଳ,…
Read More...

ବୁଢ଼ୀପଦର ଗ୍ରାମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱଚ୍ଛ ଭାରତ ମିଶନ ଜରିଆରେ ଲୋଇସିଂହା ବ୍ଲକର ବୁଢ଼ୀପଦର ଓ ବୁର୍ଡ଼ା ଗ୍ରାମକୁ ମଡେଲ ଗ୍ରାମ ଭାବେ ବ୍ଲକ ପ୍ରଶାସନ ହାତକୁ ନେଇଛି । ଏହି ଅବସରରେ କଠିନ ତଥା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ବୁଢ଼ୀପଦର ଗ୍ରାମରେ ସଚେତନତା ଉଦ୍ଦେଶ୍ୟରେ ଏକ…
Read More...

ଟ୍ରେନ ଆଗକୁ ଆସି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଟିଟିଲାଗଡ : ଟ୍ରେନ ଆଗକୁ ଆସି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣାସ୍ଥଳରେ ନାବାଳିକା ପ୍ରେମିକାର ମୁତ୍ୟୁ ହୋଇଥିବା ବେଳେ ପ୍ରେମିକ ଜଣକ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ…
Read More...

ଆସୁଛି କ୍ଷୁଦ୍ର କୋଶଳୀ ଚଳଚ୍ଚିତ୍ର ‘ଚାଷୀର୍ କରଜ୍’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛନଛଡାର ଅମ୍ବରିଶ ମହାନ୍ତିଙ୍କ ଉଦ୍ୟମ ବଳରେ ଆସନ୍ତା ଅଗଷ୍ଟ ୨୬ ତାରିଖରେ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ର ନେଇ ଆସୁଛନ୍ତି, ଯାହାକି ବାପୁନ୍ ଫ୍ଲିମ୍ ଷ୍ଟୁଡିଓ ୟୁଟ୍ୟୁବ୍‌ ଚେନାଲ୍‌ରେ ରିଲିଜ୍ ହେବ । ସେଇଥିରେ ସେ ନିଜ କାହାଣୀରେ ତଥା ନିଜ…
Read More...

‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ

ଭବାନୀପାଟଣାରୁ ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାର ଜୟଯାତ୍ରା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ଼ ଆନୁକୂଲ୍ୟରେ ପରିଚାଳିତ 'ଫାର୍ମ ବି' ବ୍ରାଣ୍ଡର ପଶ୍ଚିମ ଓଡିଶା ବଜାର ପ୍ରବେଶ ସହ…
Read More...