ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ଵର : ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ । ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି ବୋଲି…
Read More...

ସମ୍ବଲପୁରରେ ମହାନଦୀକୁ ଡେଇଁପଡିଲେ ସ୍କୁଲ ଛାତ୍ରୀ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ । ବ୍ରିଜ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁଲେ ସ୍କୁଲ ଛାତ୍ରୀ । ଚାଉଁରପୁର ସ୍ଥିତ ମହାନଦୀର ଦ୍ୱିତୀୟ ସେତୁ ଉପରୁ ମହାନଦୀକୁ ଡେଇଁଲେ । ନିଖୋଜ ଛାତ୍ରୀଙ୍କ ପରିଚୟ ଅସ୍ପଷ୍ଟ । ଶନିବାର ସକାଳୁ ସମ୍ବଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ,…
Read More...

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ପି.ଏମ୍. ଜନମନ୍ ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଜନମନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଭୁକ୍ତ କରାଯାଇଛି । ପାତ୍ରପୁର ବ୍ଲକର ଆଦିବାସୀ ଅଧୂଷିତ ଅଞ୍ଚଳ ଯଥା - ତୁମ୍ବା, ବୁରାତାଲ, ଆଙ୍କୁଲି ଆଦି ତିନୋଟି ଗ୍ରାମ ପଞ୍ଚାୟତର ୧୨୨ଟି ଗାଁରେ ଖୁବ୍‌ଶୀଘ୍ର…
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ କୁଶଙ୍ଗ ଗଙ୍ଗାଧର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ଡଃ. ଅଜିତ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ…
Read More...

ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରୁ ବିଷାକ୍ତ ଗୋଖର ନାଗ ସାପ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରେ ଏକ ବିଷାକ୍ତ ନାଗସାପ ରହିଥିବା ଘରଲୋକେ ଦେଖିବାକୁ ପାଇଥିଲେ । ସେମାନେ ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମର ଜଣାଶୁଣା ସାପଧରାଳି ଯୋଗୀ ରଣାଙ୍କୁ ଫୋନ୍‌ ଯୋଗେ ସୂଚନା…
Read More...

‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି : ଗୃହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା ଯୋଜନା’କୁ ନେଇ ରାଜ୍ୟରେ ବିଜେପି ସରକାର ଆସିବା ଦିନ ଠୁ ମହିଳାମାନେ ଅପେକ୍ଷା କରିଥିଲେ । ଆଜି ଏହି ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାମାନଙ୍କୁ ବଡ ଖବର ଦେଇଛନ୍ତି । ପୂର୍ବରୁ ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ କରିଥିବା ବେଳେ ଏବେ…
Read More...

ଖଲିଆକାନି ଗ୍ରାମରେ ସାମୁହିକ ଭାବେ ୩ ହଜାର ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମାଁ ପାଇଁ ଗଛଟିଏ, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଉଦ୍ଦେଶ୍ୟ ନେଇ ଭୋଇପଡ଼ା ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ଏକ ସାମୁହିକ ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଖଳିଆକାନି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି…
Read More...

ଅଭିଯୋଗକୁ ପ୍ରତ୍ୟାଖାନ କଲା ସେକ୍ଟର -୨ ଦୁର୍ଗାପୂଜା କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଗଣମାଧ୍ୟମରେ ସେକ୍ଟର-୨ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ବିରୁଦ୍ଧରେ ଆସିଥିବା ଆର୍ଥିକ ହେରଫେର ଖବର ପ୍ରକାଶ ପାଇବା ପରେ, ଏନେଇ ପୂଜା କମିଟି ତରଫରୁ ସେକ୍ଟର-୨ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଏକ…
Read More...

ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ – ଟନେଲ, ନିର୍ମାଣ କାର୍ଯ୍ୟର ପ୍ରମୁଖ ଆହ୍ୱାନ

ସମୁଦାୟ ପ୍ରକଳ୍ପର ୭୫ କିମି ମଧ୍ୟରେ ୦୭ ଗୋଟି ଟନେଲ ନିର୍ମାଣ କରାଯାଉଛି ।ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ସମସ୍ତ ଟନେଲ୍ ଅନ୍ତର୍ଭୁକ୍ତ ।ବୌଦ୍ଧ ଜିଲ୍ଲାର ୦୪ ଗୋଟି ଟନେଲ୍‌ ମଧ୍ୟରୁ ୦୩ ଗୋଟି ଟନେଲ୍‌ ଆଢେଣିଗଡ଼ ଓ ଚାରିଛକ ମଧ୍ୟରେ ।ଆଢେଣିଗଡ଼ ନିକଟରେ ଦୀର୍ଘତମ ଟନେଲ୍‌ର ଦୈର୍ଘ୍ୟ ୭୦୦…
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ଜାତୀୟ ସେବା ଶିବିର ଆନୁକୂଲ୍ୟରେ ଗତ ୧୭ ତାରିଖରୁ ଚାଲିଥିବା ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମଟି ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ନିଜେ…
Read More...