ମଦନପୁର ରାମପୁରର ନୂତନ ରାଜାଙ୍କ ଦେବାଦେବୀ ଦର୍ଶନ

କଳାହାଣ୍ଡି, (ପି.କେ. ସାହୁ) : ରାଜ୍ୟାଭିଷେକ ପରେ ମଦନପୁର ରାମପୁରର ନୂତନ ରାଜା ତଥା ୩୦ ତମ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ପ୍ରଥମେ କଳାହାଣ୍ଡି ମହାରାଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା…
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଆଜି…
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଟାବାଞ୍ଜି ବନମାଲି ପେଲେସରେ…
Read More...

ଜରାସିଂହାରେ ବରିଷ୍ଠ ନାଗରିକ ସଂଘ ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ): ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ ସଭା କକ୍ଷରେ ପୂର୍ବ ସମିତି ସଭ୍ୟ ଦେବପ୍ରସାଦ ମେହେରଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି…
Read More...

ଦେଓଗାଁ, ଗୁଡ଼ଭେଲା ଓ ସଇଁତଲା ବ୍ଲକ ସହ ତୁଷୁରା ଏନ୍‌ଏସିର ୧୦୮ ଜଣ ଭିନ୍ନକ୍ଷମଙ୍କୁ ମିଳିବ ଉପକରଣ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ଉପକରଣ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଓଗାଁ ବ୍ଳକ ସହ ଗୁଡ଼ଭେଲା, ସଇଁତଲା ଓ ତୁଷୁରା ଏନ୍‌ଏସି ଅଞ୍ଚଳର ଦିବ୍ୟାଙ୍ଗ ହିତାଧିକାରୀମାନେ ଯୋଗ ଦେଇଥିଲେ । ମୋଟ…
Read More...

ଛତ୍ରପୁର ସହରର ଐତିହାସିକ ନନ୍ଦଉତ୍ସବ ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଥାଏ । ତେବେ ତହିଁଆର ଦିନ ନନ୍ଦଉତ୍ସବ ପାଳିତ…
Read More...

ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ୱନଶୀଳ କରାଇବାରେ ଆଇ.ଆର.ଇ.ଏଲ.(ଇଣ୍ଡିଆ)ର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷ କରି ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଦିଗରେ ଆଇ.ଆର.ଇ.ଏଲ.(ଇଣ୍ଡିଆ) ବିହିତ ପଦକ୍ଷେପ ଗ୍ରହଣ କରିଆସିଛନ୍ତିଫ ଚଳିତ ବର୍ଷ ଅନୁକୂଳ ବାତାବରଣ ମଧ୍ୟରେ ଆସିଥିବା ଅସରାଏ ବର୍ଷାର ଆଗମନକୁ ଭିତ୍ତି କରି ଆଇ.ଆର.ଇ.ଏଲ.(ଇଣ୍ଡିଆ)…
Read More...

ଦଳିତ ଅବହେଳିତ ନିଷ୍ପେସିତମାନଙ୍କ ଆଦର୍ଶ ଶିକ୍ଷକ ଗୋପିନାଥ ପାଢ଼ୀଙ୍କ ବିୟୋଗରେ ଶୋକସଭା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ, ମେଣ୍ଡା ଗ୍ରାମର ବାପୁଜୀ ସେବାସଂଘ ଓ ଗ୍ରାମବାସୀଙ୍କ ସହଯୋଗରେ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପିନାଥ ପାଢ଼ୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଲୋକଗୀତ ଗବେଷକ କିର୍ତ୍ତନ ଦୀପ ଓ ସଂଘର…
Read More...

ମାଁ ରାମଚଣ୍ଡୀ ପୀଠରେ ଷୋଡ଼ଶ ପୂଜା ପାଇଁ ବୈଠକ ଓ ସଫେଇ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନିଳାଦ୍ରୀପୁର ଗ୍ରାମ ପର୍ବତ ଶିଖରରେ ମାଁ ରାମଚଣ୍ଡୀ ଅବସ୍ଥିତ । ଏହି କ୍ରମରେ କାଳୀୟଦଳନ ଏକାଦଶୀ ବା ବଡ଼ ଏକାଦଶୀ ପୂର୍ବରୁ ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ…
Read More...

ନାଗେଶ୍ୱରୀ ପାହାଡ଼ରୁ ବକ୍ସାଇଟ୍‌ ଖନନକୁ ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ

୩ ହଜାର ଲୋକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡା ନିକଟ ନାଗେଶ୍ୱରୀ ପାହାଡ଼ରୁ ବକ୍ସାଇଟ୍‌ ଉତ୍ତୋଳନକୁ ପ୍ରଭାବିତ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ…
Read More...