ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ

ବ୍ରହ୍ମପୁର ମହାନଗର ନିଗମରେ ୨ଟି ଇନ୍ଦ୍ରମହଲ କୋଠା, ସଞ୍ଚୟ କରିଥିବା ଗଦା ଗଦା, ବିଡା ବିଡା ନୋଟ୍ ଜବତଛତ୍ରପୁର ବିଇଓ ଅଫିସ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡିଗଲେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ । ସେ ପୁଣି ଆୟ ବର୍ହିଭୂତ…
Read More...

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିଆଁ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଟ୍‌ ସର୍କିଟ୍‌ ଯୋଗୁଁ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ରୋଗୀ । କୋରାପୁଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।…
Read More...

ଲୁଟ୍‌ କରୁଥିବା ଦୁର୍ବୃତ୍ତ ମାନେ ତୁରେକେଲା ପୋଲିସ ପଞ୍ଝାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୨୮ ତାରିଖ ବୁଧବାର ଦିନ ରାତି ୮ଟା ସମୟରେ ବୁଢ଼ୀବାହାଲ ବସ୍‌ଷ୍ଟାଣ୍ଡ ନିକଟରେ କିଛି ଦୁର୍ବୃତ୍ତ ୨ ଜଣ ବ୍ୟକ୍ତିଙ୍କ ଠାରୁ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ । ତୁରେକେଲା ପୋଲିସ ୨୪ ଘଣ୍ଟା ଭିତରେ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More...

ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ

ଯାଜପୁର : ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ । ଏମିତି ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି । ବୁଢାନଦୀରେ ବୁଡ଼ିଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ନିଖୋଜ ଛାତ୍ର ଜଣକ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କାଟିଆ ଗ୍ରାମର ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ ବୋଲି ଜଣାପଡ଼ିଛି ।…
Read More...

କୀଟ ଦେହରେ ଜଗନ୍ନାଥଙ୍କ ଛବି : ଲୋକଙ୍କ ଜବରଦସ୍ତ ଭିଡ଼

ହରଭଙ୍ଗା : କୀଟ ଦେହରେ ଜଗନ୍ନାଥଙ୍କ ଛବି । ଏହି କଥା ଟା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହଁ ଏହି କଥାଟି ସତ ହୋଇଥିବା ବେଳେ ଏହା ହରଭଙ୍ଗା ବାଣିଗୋଛା ଗ୍ରାମର ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଛି । ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଥିବା ଏହି କିଟର…
Read More...

ବେଦାନ୍ତ ଗେଟ ସାମ୍ନାରେ ଶବ ରଖି ଧାରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ଆଜି ସକାଳୁ ଜଣେ ଶ୍ରମିକଙ୍କ ମୃତଦେହ ରଖି କ୍ଷତିପୂରଣ ଦାବୀରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନାମୁତାବକ ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀରେ ନର୍ଲା ଥାନା ଅଞ୍ଚଳର ଚୂଡ଼ାମଣି…
Read More...

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ୱେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ…
Read More...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କିଛି ଯାତ୍ରୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା…
Read More...

ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ' ପ୍ରତିବର୍ଷ ଅଗଷ୍ଟ ୩୧ରେ ଅନୁଷ୍ଠିତ ହୁଏ । ଏହି ଦିନ ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ଏବଂ ଅନୁସନ୍ଧାନରେ ପ୍ରାଣୀ ଉଦ୍ୟାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ…
Read More...

ମାଳପଡ଼ାରେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା : ଚିକିତ୍ସାଧିନ ଅବସ୍ଥାରେ ଟିଟିଲାଗଡ ମେଡିକାଲରେ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଗ୍ରାମର ପୁଷ୍ପା ବାଗ(୨୨)ନାମକ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଟିଟିଲାଗଡ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମାଳପଡ଼ା(ପୁରୁଣା ବସ୍ତି) ଗ୍ରାମର କାମଦେବ…
Read More...