ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଆନୁକୂଲ୍ୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର, ବୃକ୍ଷରୋପଣ ପଞ୍ଚମ ଦିବସ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଦୁର୍ଘଟଣା ନା ହତ୍ୟା । ଖବର ଅନୁଯାୟୀ ସୁନ୍ଦରଗଡ଼ ଭଷ୍ମା ଥାନା ମସନିକାନି ନିକଟ ୧୦ ନମ୍ୱର ରାଜ୍ୟ ରାଜପଥ ରାସ୍ତାକଡରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହା ଦୁର୍ଘଟଣା ନା…
Read More...

ଭାରତର ସ୍ଥଳ ସୈନିକ ଏନ୍‌ସିସି କ୍ୟାମ୍ପ ଆସନ୍ତା ସେପ୍ଟେମ୍ବର ୨ରେ

ନୂଆଦିଲ୍ଲୀ : ଭାରତର ସ୍ଥଳ ସୈନିକ ଏନ୍‌ସିସି କ୍ୟାମ୍ପ ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ୧୪ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି । ଏହି କ୍ୟାମ୍ପରେ ପ୍ରତ୍ୟେକ ରାଜ୍ୟର ଏନ୍‌ସିସି ଛାତ୍ରମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡିଶା…
Read More...

ଦିନରେ ରୋଷେୟା ରାତିରେ ଚୋର

ବ୍ରହ୍ମପୁର : ଦିନରେ ରୋଷେଇୟା ରାତିରେ ଚୋର । ଦିନରେ ଘର ଘର ବୁଲି ରୋଷେଇ କରୁଥିବା ବେଳେ ରାତିରେ ଘରେ କଳାକନା ବୁଲାଉଥିଲେ । ଏଭଳି ଘର ଘର ବୁଲି କଳାକନା ବୁଲାଉଥିବା ଏକ ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ।
Read More...

‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବଙ୍ଗଳାଦେଶ ନାଟ୍ୟ କଳା ସଂସ୍ଥା(ବିଟା) ଏବଂ ନେପାଳର ସରୱନମର ମିଳିତ ସହଯୋଗରେ ‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଦ୍ୱିଦିବସୀୟ…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୨୨ ସୋନାପର୍ବତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କିଶୋରୀ ବାଳିକାଙ୍କ ନିମନ୍ତେ ଏକ ମହିଳା ସଶକ୍ତିକରଣ, ସମାନତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।…
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ପ୍ରବଳ ବର୍ଷା । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି । ସେହିଭଳି ଅନ୍ୟ…
Read More...

ଲଗାଣ ବର୍ଷାରେ ବୁଡ଼ିଲା ପୋଲ : ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି : ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ । ଯାତାୟାତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ପୋଲ…
Read More...

ରାସ୍ତା କଡ଼ରୁ ମିଳିଲା ୨ ଯୁବକଙ୍କ ମୃତଦେହ : କାରଣ ଅସ୍ପଷ୍ଟ

ବ୍ରହ୍ମଗିରି : ରାସ୍ତା କଡ଼ରୁ ମିଳିଲା ୨ ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଠୁଆରେଡି ବାଲିହରଚଣ୍ଡି ରାସ୍ତାରୁ ମିଳିଛି ୨ ଯୁବକଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ବାଲିହରଚଣ୍ଡୀ ରାସ୍ତାର ମାଲାସା ଶଙ୍ଖ ନିକଟ…
Read More...

ଗୁଳିବିନିମୟରେ ୩ ମହିଳା ନକ୍ସଲ ମୃତ

ମାଲକାଗିରି : ମାଲକାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ସୁରକ୍ଷାବାହିନୀ ଗୁଳିରେ ୩ ମହିଳା ନକ୍ସଲ ମୃତ । ମୃତ ମହିଳା ନକ୍ସଲମାନେ ହେଲେ ଶାନ୍ତି, ଲକ୍ଷ୍ମୀ ଓ ସବିତା । ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି । ଖବର ମୁତାବକ,…
Read More...