ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମହାନଗର ନିଗମ ଗ୍ରନ୍ଥାଳୟ ସହ ୨ଟି ଶୀତଳ ଭଣ୍ଡାର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ଏମ୍‌ସି ତରଫରୁ ବିବିଧ କାର୍ଯ୍ୟକ୍ରମର…
Read More...

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର : ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପର;ଲାକ । ୬୯ ବର୍ଷରେ ଆଖିବୁଜିଲେ ସମ୍ବଲପୁରର ପୂର୍ବତନ ବିଧାୟକ । ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଯାଇଛି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଅଶ୍ୱିନୀ ଗୁରୁ । ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ମୁରିବାହାଲରେ ୫ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରି ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟିର ପୁଲିସକୁ ହସ୍ତାନ୍ତର :…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ କିଛିଦିନର ନିରବତା ପରେ ପୁଣି ବାଂଲାଦେଶୀ ଅନୁପ୍ରବେଶକାରୀ ସକ୍ରିୟ ଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ମୁରିବାହାଲ ସଦର ମହକୁମା ଅଞ୍ଚଳରେ ନିଜ ନିଜର ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରୀ କରୁଥିବା ୫ଜଣ ସନ୍ଦିଗ୍ଧ…
Read More...

କତରଲଗାରେ ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : ଉଦ୍ଧାର କଲେ ସ୍ଵେଚ୍ଛାସେବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଂଚାୟତ ଝାରଖମାର କତରଲଗା ରାସ୍ତା କତରଲଗା ସାପ୍ତାହିକ ବଜାର ନିକଟରେ ଶନିବାର ସନ୍ଧ୍ୟାରେ ବାଇକ୍ ଆଉ ସାଇକେଲ ଦୁର୍ଘଟଣାଗସ୍ତ ହୋଇଥିଲା । ଝାରଖମାର ପଟୁ ସାଇବିନ୍ଧା ଗାଁର ଜଣେ ବୟସ୍କ ବ୍ୟକ୍ତି ନିଜ…
Read More...

ରାଧେଶ୍ୟାମ ଦାଶଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶୀରା ଗାଁର ରାଧେଶ୍ୟାମ ଦାଶ ( ୬୪)ଙ୍କ ଶନିବାର ସକାଳରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଶେଷ ସମୟରେ ଧମପତ୍ନୀ ସ୍ନିଗ୍ଧା ଦାଶ ସହ ୨ପୁଅ ଉତ୍ତମ ଓ ପ୍ରେମ ସାଗର, ସାନ ଭାଇ ଗୋବିନ୍ଦ ପରିବାର ବର୍ଗ ଉପସ୍ଥିତ…
Read More...

୪୮ତମ ଗୋଇମୁଣ୍ଡ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୮ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ଅଶୋକ ନାରାୟଣ ଭୋଇ…
Read More...

ଦେଓଗାଁ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଚେତନାକୁଞ୍ଜରେ ଆଜି ଦିନ ୧୧ଟା ସମୟରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରତାପ ମିଶ୍ର ସଭାର…
Read More...

ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ପ୍ରଭାତ ଫେରି ସମ୍ପାଦିତ ହୋଇଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା…
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ମନୋରଞ୍ଜନଙ୍କ ନାଟ୍ୟଧାରାର ପ୍ରତିଫଳନ ସ୍ୱରୂପ ଏକକ ଅଭିନୟରେ ନାଟକ ପ୍ରଦର୍ଶନଓଡ଼ିଆ ଓ ବଙ୍ଗଳା ନାଟକର ଦ୍ୱାରା ନେପାଳୀ ନାଟକ ଅନେକଭାବେ ପ୍ରଭାବିତ ରାଉରକେଲା, (ସସ୍ମିତା ପ୍ରଧାନ) :ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବଙ୍ଗଳାଦେଶ ନାଟ୍ୟ…
Read More...

ଜଣେ ଅମାୟିକ ସରଳ ବ୍ୟକ୍ତିଙ୍କ ଜ୍ୱରରେ ଅକାଳ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ସ୍ୱର୍ଗତ ରାମ ଗଡ଼ତ୍ୟାଙ୍କ ଜ୍ୟୋଷ୍ଠ ପୁତ୍ର ମହେନ୍ଦ୍ର ଗଡତ୍ୟାଙ୍କ ଜ୍ୱରରେ ଅକାଳ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଜଣେ…
Read More...