୧୦ ତାରିଖ ଯାଏଁ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖରେ ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର…
Read More...

ସାଇକେଲକୁ ଧକ୍କା ଦେଲା କାର୍‌ : ଜଣେ ମୃତ

ଚାନ୍ଦବାଲି : ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ନିକଟରେ ଦୁର୍ଘଟଣା । କାର୍‌ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ଚନ୍ଦନପୁର ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବାଇକ୍‌ ଦୃତ ଗତିରେ ଚନ୍ଦନପୁର ନିକଟ ରାସ୍ତାରେ ଯାଉଥିବା ବେଲେ…
Read More...

କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ । ସାତ୍‌ ଦିନ୍‌ ହେଇଗଲା ତାଙ୍କର୍‌ ଅତାପତା ନେଇଁ ମିଲ୍‌ବାର୍‌ । ଗଲା ୧ ତାରିଖ୍‌ ରାତିର୍‌ ପାଖାପାଖି ସାଢେ଼ ୭ ବଜେ ସୋନପୁର ସଦର ପୁଲିସ୍‌ ପେଟ୍ରୋଲିଂ କରୁଥିଲା ବେଲ୍‌କେ ମହାନଦୀ ବ୍ରିଜ୍‌…
Read More...

ଗଣେଶ ପୂଜା ଭସାଣିରେ ଡିଜେ ମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକରେ ଡିଜେ ବାରଣ କରାଯାଇଛି । ପୂଜା ପ୍ରକ୍ରିୟା ଆରମ୍ଭରୁ ଶେଷ ଯାଏଁ ଏହାକୁ ବାରଣ କରାଯାଇଛି । ଅଧିକରୁ ଅଧିକ ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ…
Read More...

ତୃତୀୟ ପର୍ଯ୍ୟାୟରେ ଆଇ. ଆର୍‌. ଇ. ଏଲ୍. ପକ୍ଷରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ମାଛ – ଛଡାଗଲା ମାଛ ଜାଆଁଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ. ଆର୍‌. ଇ. ଏଲ୍. ପକ୍ଷରୁ ମାଛଚାଷ ଉତ୍ପାଦନର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଶୁକ୍ରବାର ସମାହିତ ହେଇଯାଇଛି । ମାଛ ଜାଆଁଳା ଛାଡ଼ି ମାଛଚାଷ ଉତ୍ପାଦନ କରିବାରେ ଆଇ. ଆର୍‌. ଇ. ଏଲ୍ (ଇଣ୍ଡିଆ)ର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଭିତ୍ତିରେ…
Read More...

ନିିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁପମା ପ୍ରହରାଜଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ପ୍ରଦୀପ କୁମାର ନାୟକ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ହରେକୃଷ୍ଣ…
Read More...

ଖଣ୍ଡଦେଉଳି ହାଇସ୍କୁଲର ୫୩ ଜଣ ଛାତ୍ରଛାତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଗୁରୁଦିବସ ଅବସରରେ ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦଶମ ଶ୍ରେଣୀ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଜିଲ୍ଲା ଏବଂ ବ୍ଲକସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥାଏ । ଖୁସିର ବିଷୟ…
Read More...

ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜାରେ ନିଶୁଳ୍କ ବେଦପାଠ କରିବେ ବେଦ ବିଦ୍ୟାର୍ଥୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପାର୍ବଣ ୠତୁର ଆଗମନରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମା' ରାମଚଣ୍ଡୀ ଶକ୍ତିପୀଠରେ ବୁଧବାର ଦିନ ସନ୍ଧ୍ୟାରେ ପରିଚାଳନା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରବୀନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏବଂ ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା,…
Read More...

ଓଡିଶା ଜୀବିକା ମିଶନ ତରଫରୁ ନୂଆଁଖାଇ ପର୍ବ ପାଳନ ଅବସରରେ ନୂଆଁଖାଇ ବଜାର : ୨୮ ଲକ୍ଷ ୫୦ ହଜାର ବ୍ୟବସାୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଓଡିଶା ଜୀବିକା ମିଶନ ତରଫରୁ ୨୨ ଗୋଟି ଗ୍ରାମ ପଞ୍ଚାୟତଠାରେ ଏସଏଚଜି ମହିଳାମାନଙ୍କୁ ନେଇ ନୂଆଁଖାଇ ବଜାର ଆୟୋଜିତ କରାଯାଇଥିଲା । ଏଥିରେ ସମସ୍ତ ଅଧିକାଂଶ ଏସ.ଏଚ.ଜି ମହିଳା ସହଯୋଗରେ ପ୍ରାୟ ୨୮ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ…
Read More...

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ପାଠାଗାରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫଟୋଚିତ୍ରରେ…
Read More...