ରାଜ୍ୟ ରାଜପଥରେ ଟ୍ରକ୍‌ ଅଟକାଇ ଲୁଟ୍‌ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ୍‌କୁ ଅଟକାଇ ଲୁଟ୍‌ କରୁଥିବାବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି । ସୂଚନା…
Read More...

ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶାଗୁଣା ହେଉଛି ଆମର ପ୍ରାକୃତିକ ଦୁନିଆର ନୀରବ ଜାଗ୍ରତ ପ୍ରହରୀ । ଏହି ଉଲ୍ଲେଖନୀୟ ପ୍ରାଣୀମାନେ ପ୍ରକୃତିର ସଫେଇବାଲା, ଇକୋସିଷ୍ଟମ୍ ବା ପରିସଂସ୍ଥା ରକ୍ଷକ, ଉଡନ୍ତା ମହାକାୟ ପ୍ରାଣୀ ଏବଂ ଉତ୍ସର୍ଗୀକୃତ ପିତାମାତା । ସ୍ଥାୟୀ ଏବଂ ସୁସ୍ଥ ଇକୋସିଷ୍ଟମ…
Read More...

ସହରର ବିଭିନ୍ନ ସମସ୍ୟା ପାଇଁ ରାଉରକେଲା ବିକାଶ ମଞ୍ଚର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଉରକେଲା ବିକାଶ ମଞ୍ଚର ଏକ ସାଧାରଣ ବୈଠକ ଆମ୍ବାଗାନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱ…
Read More...

ସମାଜସେବୀଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ୱେଚ୍ଛାସେବୀ ସଂଗଠନକୁ । ସୂଚନାଯୋଗ୍ୟ ଯେ, ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲିଙ୍କ ମଧ୍ୟରେ କଲେଜରେ ପାଠ ପଢିବା…
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ +୨ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ ଯୋଗଦେଇ ଗଜାନନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା…
Read More...

ବଜ୍ରଘାତରେ ମହିଳା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଜ୍ରଘାତରେ ମହିଳା ମୃତ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ଖରଜୋଡା ଗ୍ରାମରେ । ଆଜି ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ (୫୮) ନିଜ କପା ପଡିଆକୁ…
Read More...

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ)ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ ତାରିଖ ଦିନ ପାଳନ ହୋଇଯାଇଛି । ଉକ୍ତ ଦିବସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ।…
Read More...

ସଇଁତଲାରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ୟାଙ୍କ ଛକ ପରିସରରେ ଗୋଏଲ ପରିବାର ଆନୁକୂଲ୍ୟରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ଭାଗବତ ମଣ୍ଡପ ଠାରେ ସମସ୍ତ ଗୋଏଲ ପରିବାର ମହିଳା, ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ…
Read More...

ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌ ବସିଛେ । ସକାଲ୍‌ ପାହେଲେ ନୂଆଁଖାଇ । ନୂଆଁଖାଇର୍‌ ଲାଗି ତୁନ୍‌ଶାଗ୍‌, ବାଢ଼ୁନ୍‌, ସରେଇ, ପାତୁଲ୍‌, କୁଲା ସାଂଗେ ସାଜୋ ସାମାନ୍‌ ଘିନ୍‌ବାର୍‌ ତିହାରି ହାଟ୍‌ ଥି ଚନ୍ଦନ୍‌ଭାଟି ଆର୍‌ ଆଖପାଖର୍‌ ଲୋକ୍‌ବାକ୍‌…
Read More...

ବାଇକ୍‌ ଧକ୍କାରେ ୨ ଯୁବକ ମୃତ

ନୟାଗଡ : ବାଇକ୍‌ ଧକ୍କାରେ ୨ ଯୁବକ ମୃତ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ବୋଲି ଜଣାପଡିଛି ।…
Read More...