ମା’ ଭଗବତୀଙ୍କ ଶାରଦୀୟ ପୂଜା

କଟକ, (କେପିଏନ୍‌ଏସ୍‌) : ଆରମ୍ଭ ହୋଇଛି ପାର୍ବଣ ପକ୍ଷ । ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶାରଦୀୟ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ କଟକ ଜିଲ୍ଲା ସାଲେପୁର ବଟେଶ୍ୱର ଗାଁରେ ଅବସ୍ଥିତ ଅନ୍ୟତମ ଶକ୍ତି ପୀଠ ମା' ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ନିର୍ଦ୍ଧାରିତ ସମୟ…
Read More...

ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୋର : ଦୁଇ ଦିନ ଧରି ନିଖୋଜ ଥିଲେ ବୃଦ୍ଧ । ନାଳରୁ ଉଦ୍ଧାର ହେଲା ମୃତଦେହ । ମୃତକ ଖଇରା ବ୍ଲକ କଣ୍ଟାପଡା ଶାସନ ଗ୍ରାମର ବନା ବୈଶାଖ ବୋଲି ଜଣାପଡିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବଟେଶ୍ୱର ପୋଲ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ବନା ବୈଶାଖ ଦୁଇ ଦିନ ପୂର୍ବରୁ କେଉଁ ଆଡ଼େ…
Read More...

ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠରେ ମଙ୍ଗଳବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସମୟରେ ମା'ଙ୍କ ପାଟଖଣ୍ଡା, ବିଜୟ ପ୍ରତିମା, ଘଣ୍ଟ, ଛତ୍ର ଧରି ବିରାଟ ପଟୁଆର ସହ ସେବକ,…
Read More...

ମା’ ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ନବନିର୍ମିତ ଢୁଲୁଘାଟି ରାସ୍ତା ପାଖରେ ମା' ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ସ୍ଵାଧୀନତାର ପରବର୍ତ୍ତୀ ସମୟରୁ ଅଞ୍ଚଳର ସାମାଜିକ ଓ…
Read More...

ଭାରତରେ ଆନିମେ ଏବଂ ମାଙ୍ଗା ସଂସ୍କୃତି ଓ ସ୍ରଷ୍ଟା ଅର୍ଥବ୍ୟବସ୍ଥାକୁ ବଡ଼ ପ୍ରୋତ୍ସାହନ

ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତାର ଶୁଭାରମ୍ଭ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ୨୬ ନଭେମ୍ବର, ୨୦୨୪ରେ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିଯୋଗିତାଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି…
Read More...

ସାରା ରାଜ୍ୟରେ ପ୍ରବଳ ବର୍ଷା : ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ଆଜି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼,…
Read More...

ଟ୍ରକ୍‌କୁ ଧକ୍କା ଦେଲା କାର୍‌ : ୭ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : ଗୁଜରାଟ ସାବରକଣ୍ଠା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୭ ଜଣ ମୃତ । ସୂଚନା ମୁତାବକ, କାର୍‌ରେ ଥିବା ସମସ୍ତେ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଅହମ୍ମଦାବାଦରୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ…
Read More...

ବିଶ୍ୱ ଫାର୍ମାସିଷ୍ଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ସହଭାଗୀ ଆନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍ (ଏଫ୍‌ଆଇବି) ଦ୍ଵାରା ଆୟୋଜିତ 'ବିଶ୍ୱ ଫାର୍ମାସିଷ୍ଟ ଦିବସ' ହେଉଛି ଏକ ଦିନ, ଯେଉଁଠାରେ ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟ ସମ୍ପ୍ରଦାୟ ଗଠନ କରିବାରେ…
Read More...

‘ସ୍ୱଚ୍ଛତା ହିଁ ସେବା-୨୦୨୪’ ଅଧୀନରେ ବୟନ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ସଫେଇ ଏବଂ ସ୍ୱଚ୍ଛତା ଅଭିଯାନ

ନୂଆଦିଲ୍ଲୀ, (ପିଆଇବି) : ବୟନ ମନ୍ତ୍ରଣାଳୟ ଏହାର ବିଭିନ୍ନ ଅଧସ୍ତନ କର୍ମଚାରୀ, ସ୍ୱୟଂଶାସିତ ସଂସ୍ଥା ମାଧ୍ୟମରେ ‘ସ୍ୱଚ୍ଛତା ହିଁ ସେବା ୨୦୨୪’ ପାଳନ କରୁଛିଫ ଏହାର ବିଷୟବସ୍ତୁ ରହିଛି ‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ଫ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଓ ସବୁଜ ଭାରତ ଲକ୍ଷ୍ୟରେ…
Read More...

ତାଲଢ଼ି ଲୌହ ଖଣି ଅଶାନ୍ତ : ଶ୍ରମିକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଧାରଣା

କୋଇଡା, (ସମ୍ବିତ ଜେନା) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଟେନସାରେ ଥିବା ତାଲଢ଼ି ଲୌହ ଖଣି ଅଶାନ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଖଣି ଖୋଳିବା ପୂର୍ବରୁ ଗ୍ରାମ ସଭା ଓ଼ ଜନଶୁଣାଣି ମାଧ୍ୟମରେ ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି, ଖଣି ପ୍ରଭାବିତ ଅଞ୍ଚଳ…
Read More...