ପରୀକ୍ଷା ସମୟରେ ବି ବିଦ୍ୟାଳୟକୁ ବିଳମ୍ବରେ ଆସନ୍ତି ଶିକ୍ଷୟତ୍ରୀମାନେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୋଲନରା ବ୍ଲକ ତାଣ୍ଡିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ମାନେ ପ୍ରଶାସନର ନିର୍ଦ୍ଧାରିତ ସମୟକୁ ଅଣଦେଖା କରୁଥିବା, ବାରମ୍ୱାର ନିୟମ ଭାଙ୍ଗୁଥିବା, ବିଦ୍ୟାଳୟକୁ ବିଳମ୍ବରେ ଆସୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି ।…
Read More...

ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇସ୍ପାତ ଓ ଖଣି ବିଭାଗର କାର୍ଯ୍ୟାବଳୀ ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…
Read More...

ବିଧାୟକଙ୍କ ୧୦୦ ଦିନର ରିପୋର୍ଟ କାର୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦୁର୍ଗାଚରଣ ତନ୍ତୀ ନିର୍ବାଚିତ ହେବା ପରେ ୧୦୦ଦିନ ମଧ୍ୟରେ ସେ ନେଇଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟ ସମ୍ପର୍କରେ ଏକ ରିପୋର୍ଟ ସାମ୍ବାଦିକଙ୍କୁ ପ୍ରଦାନ କରିଛନ୍ତି । ସେକ୍ଟର-୨ ସ୍ଥିତ ସାହାନାଇ…
Read More...

ଶାରଳା ଶକ୍ତିପୀଠରେ ଖଣ୍ଡାବସା ପର୍ବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ୧୬ ପୂଜା ଆରମ୍ଭ ହେବା ସହିତ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହସ୍ର କୁମ୍ଭାଭିସେକ ସମେତ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଖଣ୍ଡାବସା ପର୍ବରେ ଦେହୁରୀ ମୁକେଶ ପଧାନ ମା'ଙ୍କ…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜୟନ୍ତୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆ ଭଟାମଣ୍ଡି ପରିସରରେ ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏକାତ୍ମ ମାନବବାଦ ଉପରେ ବିଶ୍ୱାସ ରଖି ରାଷ୍ଟ୍ର ପାଇଁ ନିଜର ଜୀବନକୁ ସମର୍ପିତ କରିଥିବା…
Read More...

ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ବଜ୍ରକାପ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜଙ୍ଗଲ ବିଭାଗ ଦ୍ଵାରା ଜୀବିତ ଅବସ୍ଥାରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ ଯେ, ବାଦିମାଲ ଗ୍ରାମର କୃଷ୍ଣଚନ୍ଦ୍ର ମେହେର ତାଙ୍କ ଘର ବାରିପଟେ ଏକ ଜୀବନ୍ତ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ପରେ ସେ ପଦ୍ମପୁର ବନବିଭାଗକୁ ଖବର…
Read More...

ଏ. ଇ. ଏସ୍. ମହାବିଦ୍ୟାଳୟ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏ. ଇ. ଏସ୍. ମହାବିଦ୍ୟାଳୟର ଏନ୍. ଏସ୍. ଏସ୍. ୟୁନିଟ୍ ତରଫରୁ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପକ ମନୋରଞ୍ଜନ ଭୋଇଙ୍କ ତତ୍ତ୍ଵାବଧାନରେ ଜାତୀୟ ସେବା ଯୋଜନା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି…
Read More...

ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମାନସୀ ଦାଶ, ପ୍ରଶାନ୍ତ ନାୟକ, ଗଣେଶ ପଟ୍ଟନାୟକଙ୍କ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହିତ ସ୍ୱନାମଧନ୍ୟ କଳାକାରଗଣଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ…
Read More...

ବିଶିଷ୍ଟ ଲେଖକ ପବିତ୍ର ମୋହନ ଦାଶଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଲେଖକ ପବିତ୍ର ମୋହନ ଦାଶ ଚଳିତ ବର୍ଷର ରାଜ୍ୟସ୍ତରୀୟ 'ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର' ପାଇଁ ମନୋନୀତ ହୋଇଛନ୍ତି । ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ବଲାଙ୍ଗିର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ…
Read More...

ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ମୋହନା : ଧାନ ବିଲରେ ପଡ଼ିରହିଛି ଯୁବକଙ୍କ ମୃତଦେହ । ମୃତକ ଜାଡିଙ୍ଗି ଗାଁର ରବି ମାଝୀ ବୋଲି ଜଣାପଡିଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଗଜପତି ଜିଲ୍ଲା ଅଡବା ଥାନା ଜାଡିଙ୍ଗି ଗାଁ ନିକଟସ୍ଥ ଧାନ ବିଲରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ବୁଧବାର ଜାଡିଙ୍ଗି ଗାଁ…
Read More...