ବଲାଙ୍ଗିର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଅର୍ଥ ବିଭାଗ ଅଧିନସ୍ଥ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଦ୍ୱାରା ପାଟଣାଗଡ ଉପଖଣ୍ଡ, ଅନ୍ତର୍ଗତ କୁକୁରମୁଣ୍ଡା ଗ୍ରାମ ଓ ପାଟଣାଗଡ ବିଜ୍ଞାପିତ ଅଂଚଳରେ ଆର୍ଥିକ ସାକ୍ଷରତା ଓ…
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳ ସ୍ତରୀୟ ବିଭିନ୍ନ ବିଷୟଭିତ୍ତିକ କୁଇଜ୍ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବିଇଓ ବିନୋଦ ପରମାଣିକ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ବାଳିକା…
Read More...

ବଲାଙ୍ଗିର ରେଳ ଷ୍ଟେସନରୁ ଟିଟିଲାଗଡ଼ ହାଟପଦା ପଡ଼ାର ଅଶୋକ ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଘଣ୍ଟାଶୁଣି ସ୍କୁଲ ସାମ୍ନାରେ ରହୁଥିବା ଅଶୋକ ସାହୁ ତାଙ୍କର କୌଣସି କାର୍ଯ୍ୟ ପାଇଁ ବରପାଲି ଯିବାକୁ ସକାଳୁ ପେସେଞ୍ଜର ଟ୍ରେନ ଯୋଗେ ବାହାରି ଥିଲେ ବୋଲି ଜଣାପଡିଛି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମୃତ ଶରୀର ଓ ଆଧାର…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ଅଭିଯୋଗ

ଏନେଇ ପ୍ରଥମ ବର୍ଷ ଛାତ୍ର ଭୟଭୀତ ଓ ଅଶାନ୍ତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ହୋଇଥିବା ନେଇ ଏକ ସୂଚନା ଭାଇରଲ ହୋଇଛି । ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ,…
Read More...

କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗୁଦେରପାଲି ଗ୍ରାମପଞ୍ଚାୟତ : କିଏ ସ୍ୱଚ୍ଛ କିଏ ନିର୍ମଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଏଗାର ବାର ବର୍ଷ ପୂର୍ବରୁ ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା, ତାର ଉଚ୍ଚ ସ୍ତରୀୟ ତଦନ୍ତ ଯୋଗୁଁ ଚର୍ଚ୍ଚାରେ ରହିଆସୁଛି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ । ଗାଁ ପରିମଳ ଧୋବା ତୁଠରୁ ସଦୃଶ ଗୁଦେରପାଲି…
Read More...

ବେହେରାପାଲିର କମ୍ୟୁନିଟି ହଲ ଠାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୨୬.୦୯.୨୦୨୪ ରିଖରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କନ୍ଧପାଲି ପଡ଼ା, ବଲାଙ୍ଗିର ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ବେହେରା ପାଲିର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଥିଲା ।…
Read More...

ଓଡ଼ିଶାର ଜଣେ ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିର ଅନେକ ଅଭୁଲା ଅତୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତିଗତ ବିଦ୍ଵେଷ ଓ ଶୋଷଣରୁ ଦଳିତମାନଙ୍କ ମୁକ୍ତି ପାଇଁ ଜାତିଭେଦ, ବର୍ଣ୍ଣ ଭେଦ, ଧର୍ମ ଭେଦ ଭଳି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଆସିଥିବା ଓଡ଼ିଶାର ଜଣେ ସଂଗ୍ରାମୀ ପୁରୁଷ, ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଆଜି…
Read More...

ନ୍ୟାୟ ଦାବି କରି ସାଲେପୁର ଥାନା ସମ୍ମୁଖରେ ପରିବାର ସହ ଗ୍ରାମବାସୀଙ୍କ ଧାରଣା

ସାଲେପୁର, (କେପିଏନ୍‌ଏସ୍‌) : କଟକ ଜିଲ୍ଲାର ସାଲେପୁର ଥାନା ଶିଶୁଆରେ ଏକ ଘରୋଇ କମ୍ପାନୀ ଆଇଟିସିରେ କ୍ୟାସିୟର ଭାବେ କାର୍ଯ୍ୟରତ ବିଶ୍ଵଜିତ ମହାନ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ୧୩ରୁ ଅଧିକ ଦିନ ବିତି ଯାଇଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତଙ୍କୁ…
Read More...

ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ପାଇଁ ସମୀକ୍ଷା ବୈଠକ ଏବଂ ସମ୍ବାଦିକ ସମ୍ମିଳନୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଆଦିମ ଜନଜାତି, ଆଦିବାସୀ ମାନଙ୍କୁ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…
Read More...

ଆଉ ନାହାନ୍ତି ରଜନୀ କାନ୍ତ ସାହୁ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଉଁର ଗ୍ରାମରେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଗତ ଗୁରୁବାର ସକାଳ ସମୟରେ ବିୟୋଗ ଘଟିଛି । ଶ୍ରୀଯୁକ୍ତ ସାହୁଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର…
Read More...