ଓକିଲ ମୋହରି ସଂଘ ଜୟପାଟଣାର କର୍ମକର୍ତ୍ତା ନିର୍ବାଚନ

ଜୟପାଟଣା, (ଶେଷଦେବ ବେହେରା) : ଓକିଲ ମୋହରି ସଂଘ ଜୟପାଟଣାର ନୂତନ କର୍ମକର୍ତ୍ତା ନିର୍ବାଚନ ଜୟପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲମପୁର ଓ ଜୟପାଟଣାର ଓକିଲ ମୋହରି ସଭ୍ୟମାନେ ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ମୋହରିର ତୀର୍ଥରାଜ ଦଳପତି, ସଭାପତି ନକୁଳ ରଣା, କଲମପୁର ଉପସଭାପତି…
Read More...

ପୁଇଁତଲା ବ୍ଲକ ବିଦ୍ୟାଳୟ ସ୍ତରୀୟ ଭଲିବଲ ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁରଜମଲ ଉଚ୍ଚ ବିଦ୍ୟାଳୟ ସାଉନ୍ତପୁର ଠାରେ ବ୍ଲକସ୍ତରୀୟ ଭଲିବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ଆଟଗାଁ…
Read More...

ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମନଭଙ୍ଗ ଡ୍ୟାମ ଦୁର୍ଗେଇ ଦେବୀଙ୍କ ମଣ୍ଡପ ପରିସରରେ ନୃସିଂହନାଥ କୋଶଳ କଳାକାର ସଂଘ ସଂକୀର୍ତ୍ତନ କଳାକାର ମାନଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ହୋଇଯାଇଛି । ପାନାଲାଲ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ…
Read More...

ପୁରୁଣା ପେନସନ୍‌ ପୁନଃ ପ୍ରଚଳନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଦିନ ବରଗଡ ଏଡିଏମ୍‌ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ୍‌ଏମ୍‌ଓପିଏସ୍‌ ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ୍‌ ଉଚ୍ଛେଦକରି ପୁରୁଣା ପେନସନ୍‌ ଲାଗୁକରିବାକୁ…
Read More...

ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଞ୍ଚି…
Read More...

ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୪ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଆୟୋଜିତ, ଜିଲ୍ଲା ପ୍ରଶାସନ ଓ ସମାନ ମଙ୍ଗଳ ବିଭାଗ, ବଲାଙ୍ଗିରଙ୍କ ମିଳିତ ସହଯୋଗ ତଥା ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସହାୟତାରେ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୪ ଭୀମ ଭୋଇ ଭେଷନ ମହାବିଦ୍ୟାଳୟ ଓ ଚିକିତ୍ସାଳୟ…
Read More...

ହଳଦିଆ ତୈଳିକ ସମାଜ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା

ସମାଜର ଏକ ମନ୍ଦିର ନିର୍ମାଣ ପାଇଁ ନିଜସ୍ଵ ପାଣ୍ଠି ଯୋଗାଇଦେବାକୁ ସାଂସଦଙ୍କ ପ୍ରତିଶୃତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ହଳଦିଆ ତୈଳିକ ସମାଜ ତରଫରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ସ୍ଥିତ ବାସଭବନ ଠାରେ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରାଯାଇଥିଲା । ତୈଳିକ…
Read More...

କୋଏଲ ବିଦ୍ୟାପୀଠରେ ଓଡ଼ିଆ ଭାଷା ବିକାଶ ମଞ୍ଚର କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର-୨୦ ସ୍ଥିତ କୋଏଲ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read More...

ତୁଷୁରା କ୍ଲଷ୍ଟର୍‌ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷରା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୨୮ ସେପ୍ଟେମ୍ବର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉଦ୍‌ଘାଟନୀ ସଭାରେ ଏବିଇଓ ରମେଶ ଚନ୍ଦ୍ର…
Read More...

ଭୀମପାହାଡ଼ରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଦେଓଗାଁ ବ୍ଲକର ମୁକୁନ୍ଦପୁର ପଞ୍ଚାୟତ ପର୍ଯ୍ୟଟନ ସ୍ଥଳୀ ଭୀମ ପାହାଡ଼ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇ ପରିଚାଳନା କରିଥିବାବେଳେ ବ୍ଲକ ଅଧକ୍ଷ…
Read More...