ବାଲାଜୀ କଲେଜ ଅଫ୍‌ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବାଲାଜୀ କଲେଜ ଅଫ୍‌ ନସିଂରେ ବିଶ୍ୱ ମାନସିକ ସପ୍ତାହ ପାଳନ ହୋଇଯାଇଛି । ବାଲାଜୀ କଲେଜ ଅଫ୍‌ ନର୍ସିଂର ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡା. ଶୁଖିଶ୍ୟାମ ତ୍ରିପାଠୀ ମୁଖ୍ୟ…
Read More...

ନିଆରା ଭାବେ ପାଳନ ହେବ ବଲାଙ୍ଗିର ଦିନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି. ଏକାଡେମୀ ଠାରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଦିନ ପାଳନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୧କୁ ବଲାଙ୍ଗିର ଦିନ ରୂପେ ପାଳନ କରାଯିବ କିନ୍ତୁ ଏ ବର୍ଷ କିଛି…
Read More...

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଅଭିଯାନ ଓ ହିନ୍ଦୀ ପକ୍ଷ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଅକ୍ଟୋବର ପହିଲା ଭାରତ ସଞ୍ଚାର ନିଗମ ଲିଃ (ବିଏସ୍‌ଏନ୍‌ଏଲ୍‌)ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଡ଼ିଶା ବିଏସ୍‌ଏନ୍‌ଏଲ୍‌ ପରିମଣ୍ଡଳ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅନ୍ତର୍ଗତ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛତା…
Read More...

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ଵାରା ମୁରିବାହାଲରେ ଶ୍ରୀଅନ୍ନ ଯୋଜନାରେ ମିଲେଟ ଟିଫିନ୍ ସେଣ୍ଟର୍ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ରାଧାକୃଷ୍ଣ ଓ ଶିବ ମନ୍ଦିର ଛକରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସ୍‌ପି ଋଷିକେଶ ଖିଲାରୀଙ୍କ ଦ୍ଵାରା ଶ୍ରୀ ଅନ୍ନ ଯୋଜନାରେ ଏକ ମିଲେଟ୍ ଟିଫିନ୍ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି ।…
Read More...

ଓସାକା ହାଇଦ୍ରାବାଦ ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ "ଓସାକା" ତରଫରୁ ୨୯ ସେପ୍ଟେମ୍ବରରେ ବଂଜାରା ହିଲସ ସ୍ଥିତ ଆଦିବାସୀ ଭବନ ଠାରେ ମହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ ହୋଇଯାଇଛି । ପ୍ରଥମେ…
Read More...

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରେଙ୍ଗାଲି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସଲତରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀପତି ନନ୍ଦ, ବନବାସିନୀ ଛତ୍ରିଆ, ସିଆର୍‌ସିସି ଦତ୍ତାତ୍ରେୟ ପଧାନ ପ୍ରମୁଖ…
Read More...

ମହିଳାଙ୍କ ବେକରୁ ସୁନାର ମଙ୍ଗଳସୂତ୍ର ଲୁଟ୍ ଉଦ୍ୟମ ଫେଲ୍

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ ସହରରେ ଥମୁନି ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍‌ ଉଦ୍ୟମ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ସହର ନେହେରୁ ନଗର ଦ୍ୱିତୀୟ ଗଳିରେ । ସକାଳ ୬.୧୫ ସମୟରେ ଏମ୍‌. ରଜନୀ ନାମକ ୪୧ବର୍ଷୀୟ ମହିଳା ଜଣକ ନିଜ ଘର ଅଗଣା ଝାଡୁ…
Read More...

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାଚୁଆଁର ଲୋକନୃତ୍ୟ ପ୍ରଥମ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ଠାରେ ବିଜ୍ଞାନ ବିଷୟ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖପ୍ରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ…
Read More...

ପଣ୍ଡରାପାଲିରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ଅନ୍ଧାରିବାଞ୍ଜି…
Read More...

ଜାତୀୟ ଆଇନ ସେବା ପ୍ରାଧୀକରଣ ଯୋଜନା ଏବଂ ପୀଡିତା ସହାୟତା ଯୋଜନା ସଂବନ୍ଧୀୟ ଆଇନ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ସଦର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ଆଇନ ସେବା ପ୍ରାଧୀକରଣ ଯୋଜନା,(ଏସିଡ୍ ଆକ୍ରମଣର ପୀଡିତାଙ୍କୁ ଆଇନ ସହାୟତା), ପ୍ୟାନେଲ ନିୟମ ଗୁଡିକର ବିଭିନ୍ନ ବ୍ୟବସ୍ଥା ଏବଂ ପୀଡିତା ସହାୟତା…
Read More...