ପ୍ରଧାନଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ଭାଲୁପାଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ସେଠଙ୍କୁ ଗ୍ରାମବାସଙ୍‌ଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରକୃତି…
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କୁଟାସିଂହା ଦୁର୍ଗା ପୂଜା ପରିଦର୍ଶନ : ଗାଁର ବିକାଶ ଉପରେ ଆଲୋଚନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ଆଜି ଅଂଚଳର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା' ଦୁର୍ଗାଙ୍କ ଦର୍ଶନ କରି ଅଂଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ।…
Read More...

ପାଇକମାଲରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପାଇକମାଲରେ ଚାଲିଛି ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା । ଏହି ପରିପ୍ରେକ୍ଷୀରେ ମା'ଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ପ୍ରବଳ ଭିଡ । ଭକ୍ତ ମାନେ ନିଜ ନିଜର ମାନସିକ କରି ମାଙ୍କ ଆଗରେ ଲୋଟି ଯାଉଛନ୍ତି ତ କିଏ ଆନନ୍ଦ ଅଶ୍ରୁରେ ଖୁସିରେ ଭିଜାଇ…
Read More...

ସଦର ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି, ଦୁଇ ଟ୍ରାକ୍ଟରକୁ ଅଟକ, ବାଲି ଉଠାଣରେ ପଚାଶ ହଜାର ଟଙ୍କା ବଟି ଆଦାୟ ଦାବି କରିବା…

ସିନାପାଲି, (ଅଜିତ ବେହେରା) : ସିନାପାଲି ଥାନା ଅନ୍ତର୍ଗତ ଉଦନ୍ତୀ ନଦୀ କାପସି ଘାଟରୁ ବାଲି ଚୋରା ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବର୍ତ୍ତମାନ କାପସି ଧୋବା ଘାଟ ବାଲି ଘାଟରୁ ବାଲି ଉଠାଣ ବନ୍ଦ ରହିଛି । ହେଲେ ସରକାରଙ୍କ ପ୍ରଦତ୍ତ…
Read More...

ଗୋଇମୁଣ୍ଡରେ ପାର୍ବଣ ଉତ୍ସବ “ଦଶରା” ପାଳିତ : ଗାଁ ସାମ୍ୱାଦିକ ଗୌରବ ସମ୍ମାନ”ରେ ଯୁବ ସାମ୍ୱାଦିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସଦର ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ"ଦଶରା" ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

କଲ୍ୟାଣସିଂହପୁରରେ ଦୁର୍ଗାପୂଜା ପାଳନ

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଇନ୍ଦିରା ସ୍ମୃତି ସଦନ ଠାରେ କରାଯାଉଥିବା ଦୁର୍ଗାପୂଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ । ଆଜି ଦୁର୍ଗାପୂଜା ଠାରେ ପୂଜକ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ବେଲବରଣ କରିବା ସହ ଗଙ୍ଗା…
Read More...

ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମହାଗୌରୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମାଁ ଦୁର୍ଗା ସୁଖ ଓ ଶାନ୍ତିର ପ୍ରତୀକ ମହାଗୌରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର ପୂଜାରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜର ଛାତ୍ର ପ୍ରୀତମ ବଘାର ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ(ସମ୍ମାନ)ର ଛାତ୍ର ପ୍ରୀତମ ବଘାର ଆସାମ ରାଜଧାନୀ ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ଏନ୍‌ଏସ୍‌ଏସ୍‌…
Read More...

ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ଗ୍ରାମର ଭୀମସେନ…
Read More...

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ : ଶୁଭାରମ୍ଭ କଲେ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ବିଜେପି ଦଳ ସଭ୍ୟ ସଂଗ୍ରହ ଅଭିଯାନ କରୁଥିବା ବେଳେ ବିଜୁ ଜନତା ଦଳ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଥିବା ବେଳେ ବଲାଙ୍ଗିର…
Read More...