ଫଟାମୁଣ୍ଡାରେ ବିଧବା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ସୁମିତ୍ରା ମାହାକୁର(୬୫)ନାମକ ଜଣେ ବିଧବା ବୃଦ୍ଧା ମହିଳା ଓ ତାଙ୍କ ପୁଅଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ!-->…
Read More...
Read More...