ନିଖୋଜ ଥିବା ନାବାଳକର ମୃତଦେହ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଖୋଜ ଥିବା ୧୧ ବର୍ଷୀୟ ବାଳକର ମୃତଦେହ ଝଳିଆଲିଟି ଗ୍ରାମ ନିକଟରେ ଥିବା ଡୁଙ୍ଗରି ପାଖରୁ ଉଦ୍ଧାର ହୋଇଥିବା ଭଳି ଲୋମହର୍ଷଣକାରୀ ଘଟଣା ଆଜି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ୧୭ ତାରିଖ ଗୁରୁବାର ଦିନ ଲାଠୋର ଥାନାରେ ଜଲପାଖେଲ ଗ୍ରାମର…
Read More...

ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ବୁଧବାର ଦିନ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ତୁମ୍ବେଶ୍ୱର୍ ପାତ୍ର, ରଞ୍ଜିତ ପଟ୍ଟନାୟକ, ସମୀର ପ୍ରଧାନ, ସୁମନ ମହାପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଓ ରମେଶ ପାତ୍ରଙ୍କୁ…
Read More...

ବିଶ୍ୱ ମେନୋପୋଜ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଇଡିଆ) : ପ୍ରତିବର୍ଷ ୧୮ ଅକ୍ଟୋବରରେ 'ବିଶ୍ୱ ମେନୋପୋଜ୍ ଦିବସ' ବା 'ବିଶ୍ଵ ମହିଳାଙ୍କ ରଜ ନିବୃତ୍ତି ସମ୍ବନ୍ଧୀୟ ଦିବସ' ଅନୁଷ୍ଠିତ ହୋଇଥାଏ । ମେନୋପୋଜ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ମେନୋପୋଜ୍ ସୋସାଇଟି (ଆଇଏମ୍ଏସ୍) ଏବଂ ବିଶ୍ୱ…
Read More...

ମହାବୀର ପଞ୍ଚାୟତି ଧର୍ମଶାଳାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ଚାର୍ଟର ଡେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୧୯୭୯ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଆରମ୍ଭ ହୋଇଥିଲା । ଡ. ସୋମନାଥ ମିଶ୍ର ପ୍ରଥମ ଚାର୍ଟର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ଚଳିତ ବର୍ଷ ଏହି ଲାୟନ୍ସ କ୍ଲବ ୪୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଗୁରୁବାର ସନ୍ଧ୍ୟାରେ…
Read More...

ସୁବର୍ଣ୍ଣପୁରରେ ଛତୁଆ ମହା ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ଛତୁଆ ମହା ଦୁର୍ନୀତି ହେବାର ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଛତୁଆର ମାନ ଓ ଗୁଣବତ୍ତା ତଥା ଓଜନ ନିମ୍ନମାନର ରହିଥିବା ସହ ଛତୁଆ ପ୍ୟାକେଟରେ ପ୍ରସ୍ତୁତି ଓ ଅବଧି ସମାପ୍ତି ତାରିଖ…
Read More...

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ : ଲୋକେ ଭୟଭୀତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ କିଛିଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର…
Read More...

ଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଅସ୍ଥାୟୀ ପୋଖରୀକୁ ସଫା କରିବା ପାଇଁ ବିଧାୟକଙ୍କ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନିକଟରେ ସଦ୍ୟ ସମାପ୍ତ ହୋଇଥିବା ଦୁର୍ଗାପୂଜାର ସମସ୍ତ ମେଢ଼ ବିସର୍ଜନ ପାଇଁ ବାଲୁଘାତ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀ ସ୍ଥଳକୁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମାଁ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଦିନ ପରିଦର୍ଶନରେ ଯାଇଥିଲେ । ସେଠାରେ…
Read More...

ଡିସେମ୍ବର ୨୧ ଓ ୨୨ରେ ପିପି ଏକାଡେମୀର ହୀରକ ଜୟନ୍ତୀ ପାଳନ ପାଇଁ ବିଭିନ୍ନ କମିଟି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ୨୧ ଓ ୨୨ ତାରିଖରେ ପିପି ଏକାଡେମୀର ହୀରକ ଜୟନ୍ତୀ ପାଳନ କରିବ ପତିତପାବନ ଏକାଡେମୀ ବଲାଙ୍ଗିର ସହର ତଥା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ନା କରିଛି । ଏହି ବିଦ୍ୟାଳୟରେ ପାଠ ପଢି ଅନେକ ଛାତ୍ର ଆଜି ରାଜ୍ୟ, ଦେଶ ତଥା ଦେଶ ବାହାରେ ସମ୍ମାନ…
Read More...

କଣ୍ଟେଣ୍ଟ ହବ୍ ଭାବେ ଉଭା ହେଲା ଭାରତ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେଭ ଶିଖର ସମ୍ମିଳନୀ ଆୟୋଜନ କରିବ

କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ୨୭ଟି ଆହ୍ବାନସରକାର ଏଭିଜିସି କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ୍ ସୁନିଶ୍ଚିତ କରିବା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି କଣ୍ଟେଣ୍ଟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରୁଛନ୍ତି : ଡ. ଏଲ୍ ମୁରୁଗାନ୍ଭାରତୀୟ…
Read More...

ପୋଷଣଯୁକ୍ତ ଚାଉଳ : ସୂକ୍ଷ୍ମ ପୋଷକ ତତ୍ତ୍ୱ ଅଭାବ ଦୂର କରିବା ପାଇଁ କେନ୍ଦ୍ରର ମହତ୍ୱାକାଂକ୍ଷୀ ପଦକ୍ଷେପ

ସବୁ ବ୍ୟକ୍ତିବିଶେଷଙ୍କ ପାଇଁ ଲୌହସାର-ପୋଷକ ତତ୍ତ୍ୱ ଯୁକ୍ତ ଚାଉଳର ସୁରକ୍ଷାକୁ ସମର୍ଥନ କରିଥାଏ ବୈଜ୍ଞାନିକ ପ୍ରମାଣଚାଉଳରେ ପୋଷକ ତତ୍ତ୍ୱ ମିଶ୍ରଣ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଅଭ୍ୟାସ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ପାଳନ କରୁଛି ଭାରତକାର୍ଯ୍ୟକ୍ଷମ ଥିବା ୩୦,୦୦୦…
Read More...