ପୋଲିସର ମଦ ଆଡ୍ଡାରେ ଚଢାଉ : ଜଣେ ଗିରଫ

ତୁରେକେଲା, (ପିତାମ୍ୱର ଦୀପ) : ତୁରେକେଲା ଅନ୍ତର୍ଗତ ମହଖଣ୍ଡ ଗାଁରେ ଦୀର୍ଘ ଦିନ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଗତ କାଲି ମଦ ଆଡ୍ଡାରେ ତୁରେକେଲା ପୋଲିସ ଚଢ଼ାଉ କରିଛି । ସୂଚନା ଅନୁସାରରେ ମହଖଣ୍ଡ ଗାଁର ରଣା ରଞ୍ଜନ ବେହେରା ଅନେକ ବର୍ଷରୁ ଏହି ବେଆଇନ ଦେଶୀ ମଦ କାରବାର…
Read More...

ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫେନ୍ସିଂ, ଉଷୁ, ଥାଙ୍ଗ ଟା ଓ ଟେବୁଲ୍ ଟେନିସ୍‌ ପ୍ରତିଯୋଗିତା ୨୦୨୪ -୨୫ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହାକୁମା ସ୍ଥିତ ସ୍ଥାନୀୟ ଐତ୍ୟିହ ସମ୍ପର୍ନ୍ନ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରରେ ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫେନ୍ସିଂ, ଉଷୁ, ଥାଙ୍ଗ ଟା ଓ ଟେବୁଲ୍ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବ ଜିଲ୍ଲା ଶିକ୍ଷା…
Read More...

ପୁରାତନ ଛାତ୍ର ସଂସଦ ବିଶାଳ ଛାତ୍ର ସମାବେଶ ଓ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ପୁରାତନ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଏକ ଭବ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଶୀଙ୍କ ସଭାପତିତ୍ୱ…
Read More...

୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଏକ ସରକାରୀ କ୍ଵାଟର ମରାମତି କାର୍ଯ୍ୟର ଫାଇନାଲ ବିଲ କରାଇ ଦେବା ପାଇଁ ଠିକାଦାରଙ୍କ ଠାରୁ ୧୦…
Read More...

ଏସସିବି ମେଡିକାଲ କଲେଜରେ ରାଗିଙ୍ଗ

କଟକ : ଏସସିବି ମେଡିକାଲ କଲେଜରେ ରାଗିଙ୍ଗ । ମେଡିକାଲ କଲେଜର ଫାଇନାଲ ଇୟର୍ ଛାତ୍ରଙ୍କ ବିରୁଦ୍ଧରେ ପ୍ରଥମ ବର୍ଷ ଛାତ୍ର ଏହି ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ବସିଥିଲା । ଏବଂ ଏଥିରେ ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ…
Read More...

୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟିର ଚତୁର୍ଥ କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟିର ଚତୁର୍ଥ କାର୍ଯ୍ୟକାରୀ ବୈଠକ ପୁଇଁତଲା ଗୁଡ଼ି ଆନୁକୂଲ୍ୟରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୁଡି ସଭାପତି ମଧୁସୂଦନ ସାଏ ସ୍ୱାଗତ ଭାଷଣ ଦେବା ସହ ଉପସଭାପତି…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର : ମାଳ ମାଳ ସମସ୍ୟାର କେବେ ଘଟିବ ଅନ୍ତ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଡ଼ିଓ ନିବେଦିତା ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଉପସ୍ଥିତ ରହି…
Read More...

ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ପ୍ରଧ୍ୟାପକ ପ୍ରଶାନ୍ତ ଖମାରୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଧ୍ୟାପକ ଅଶୋକ କୁମାର ପଣ୍ଡା ଦୁର୍ନୀତି ନିବାରଣ ସମ୍ପର୍କରେ ଆଲୋକପାତ…
Read More...

ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ

୦୫ ଉଇକେଟରେ ପାଇକମାଳକୁ ପରାସ୍ତ କରି ଭଟଲି ଦଳ ଚାମ୍ପିୟାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଘ ଓ ପାଇକମାଲ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘ ଆନୁକୂଲ୍ୟରେ ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ ହୋଇଯାଇଛି ।…
Read More...

କରଣ ସମାଜ ପଦ୍ମପୁର ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କର ପୂଜନୋତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରଣ ସମାଜର ପୂଜ୍ୟ ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କର ପୂଜନୋତ୍ସବ ଭବ୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ପଦ୍ମପୁର ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଏହି ପୂଜନୋତ୍ସବ ଏବଂ ବାର୍ଷିକ ବୈଠକରେ ଅଞ୍ଚଳର ସମସ୍ତ କରଣ ସମାଜ ପରିବାରର ସଦସ୍ୟ ଯୋଗ…
Read More...