ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କେସିଙ୍ଗା, (ପ୍ରୀତେଶ ପଟେଲ) : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ (୦୬ ଜୁଲାଇ) ଅବସରରେ କେସିଙ୍ଗା ନଗର ଭାଜପା କମିଟି ତରଫରୁ ସେବା ସପ୍ତାହ ପାଳନ ନିମନ୍ତେ କେସିଙ୍ଗା ତେଲ ନଦୀ ଉପକୂଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା । ଓ!-->…
Read More...
Read More...