ଅବ୍ୟବସ୍ଥାରେ ଶିକ୍ଷା : ଶିଶୁ ଦିବସରେ ରାଜରାସ୍ତାରେ ଶିଶୁ

ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ୧୪ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିଶୁ ଦିବସରେ ନିଜ ଶିକ୍ଷା ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇ…
Read More...

ଶିଶୁ ଦିବସ ଅବସରରେ ବୈତାଳି ସିଆର୍‌ସିସିଙ୍କ ନିଆରା ପ୍ରୟାସ

ତହଁକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ଶିଶୁ ତଥା ଶିକ୍ଷକ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁ ନିଜ କ୍ଲଷ୍ଟର ସ୍ତରରେ ଛାତ୍ରଛାତ୍ରୀ ତଥା ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଅନେକ ଅଭିନବ…
Read More...

ସରକାରୀ ବାଳକ ୟୁ.ପି ସ୍କୁଲ ତୁଷୁରା ଠାରେ ଶିଶୁ ଦିବସ ତିଥି ଭୋଜନ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପବିତ୍ର ଶିଶୁ ଦିବସ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜ ସଂସ୍କାରକ ରାଧାରମଣ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
Read More...

ଶିଶୁ ଦିବସ ପାଳନ ଅବସରରେ ଭାଷଣ ଦେବା ସମୟରେ ଟଳି ପଡିଲେ ପ୍ରଧାନ ଶିକ୍ଷକ

ତୁରେକେଲା, (ପିତାମ୍ବର ଦୀପ) : ଏମିତି ବି ମୃତ୍ୟୁ ଆସେ । ତୁରେକେଲା ବ୍ଲକ କୁଇ ବାହାଲ ହାଇସ୍କୁଲରେ ଶିଶୁ ଦିବସ ପାଳନ ଅବସରରେ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ । ସୂଚନା ଅନୁସାରେ ତୁରେକେଲା ବ୍ଲକ କୁଇବାହଲ ଗାଁ ପଲ୍ଲୀବିକାଶ ପଂଚୟତ ଉଚ୍ଚ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳନ ଅବସରରେ ଭାଷଣ…
Read More...

ଡକାୟତି ଉଦ୍ୟମ ବେଳେ ଜଣେ ନାବାଳକ ସହ ୨ ଗିରଫ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ରୁଣୀମହୁଲ ଠାରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଜଣେ ନାବାଳକ ସହ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଡେଙ୍ଗ ଗ୍ରାମର ଜଣେ ବ୍ୟକ୍ତି କାମ ସାରି ନିଜ ଘରକୁ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ରୁଣୀମହୁଲ…
Read More...

କଣ୍ଟାବାଞ୍ଜିରେ କଣ୍ଟାଫୁଲ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଶିଶୁ ଦିବସ ଅବସରରେ କଣ୍ଟାଫୁଲ ଉତ୍ସବ ଓ ନିଆରା ସଂପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ସିଗନାଲ ପଡାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ…
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ବିଜ୍ଞାନ ମେଳା ଓ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ପ୍ରାୟ ୧୬୦ ପ୍ରକଳ୍ପ ସ୍ଥାନ ପାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ…
Read More...

ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ : କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ ରାତିରେ ଏକ ୧୬ ଚକିଆ ଟ୍ରକ୍‌ ନଂ.ଏପି-୩୯ -ଟିକ୍ୟୁ -୭୫୭୫ରେ ଜିଆଇ ତାର…
Read More...

ଚିନ୍ମୟ ବିଦ୍ୟାଳୟରେ ଦ୍ୱିଦିବସୀୟ ବିଜ୍ଞାନ ଓ କଳା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଦ୍ୱିଦିବସୀୟ ବିଜ୍ଞାନ ଓ କଳା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ…
Read More...

୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ କଲମପୁର ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ଶଙ୍କର୍ଷଣ ବେହେରା ପତାକା ଉତ୍ତୋଳନ କରିଛନ୍ତି । ଏହି ସମବାୟ ସପ୍ତାହ ନଭେମ୍ବର ମାସ ୧୪ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା…
Read More...