ମା’ ରାମଚଣ୍ଡୀ ପୀଠ ପରିଦର୍ଶନରେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ପୀଠକୁ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି ଏବଂ ମନ୍ଦିର ବେଢ଼ା ପରିକ୍ରମା କରି ଏକ ଅଦ୍ଭୁତମୟ ଉଦାହରଣ ସୃଷ୍ଟି କରିଛନ୍ତି ।…
Read More...

ଜାତୀୟ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୧୫ରେ ପାଳନ କରାଯାଉଥିବା 'ଜାତୀୟ ପୁନଃ ଚକ୍ରଣ ଦିବସ', ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ହ୍ରାସ ଦ୍ଵାରା ପରିବେଶ ସୁରକ୍ଷା ବିଷୟରେ ଆଲୋକପାତ କରେ । ୧୯୯୭ରେ ଜାତୀୟ ରିସାଇକ୍ଲିଂ ସମବାୟ ସମିତି ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ…
Read More...

ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଯୁଗରେ ଲୋକେ ନିଜର ହେଉ କି ଛୁଆ ମାନଙ୍କ ପାଇଁ ହେଉ ବିଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳନ କରିଥାନ୍ତି । ଟିଟିଲାଗଡ଼ର ଜଣେ ଯୁବ ବ୍ୟବସାୟୀ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ପଙ୍କଜ ନାମଦେବ ତାଙ୍କ ଝିଅ ହଂସିକାଙ୍କ ଜନ୍ମଦିନ…
Read More...

କାର୍ତ୍ତିକ ଚତୁର୍ଦ୍ଦଶୀରେ ରାଧାକୃଷ୍ଣ ମନ୍ଦିରରେ ଲକ୍ଷେ ଆଳତି ଅର୍ପଣ : ସପ୍ତାହ ବ୍ୟାପୀ ପୁରାଣ ପାଠ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସର୍ବ ପୁରାତନ ରାଧାରାଣୀ ପଡା ରାଧାକୃଷ୍ଣ ମନ୍ଦିର ଠାରେ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଅନି ରାଧା କୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ଠାରେ ଲକ୍ଷେ ଆଳତୀ ଅର୍ପଣ କରାଯାଇଛି । କାର୍ତ୍ତିକ ମାସ ଧାର୍ମିକ ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନା ସହିତ ଅନି…
Read More...

ବଡ଼ ମାଛକୁ ଛାଡି ଛୋଟ ମାଛ ଧରିବାକୁ ବନବିଭାଗର ତତ୍ପର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବନବିଭାଗ ହେଲେ କାହା ପାଇଁ ନିଜ ପକେଟ ଗରମ ପାଇଁ ନା ପରିବେଶ ସୁରକ୍ଷା ପାଇଁ ବୋଲି ଲୋକଙ୍କ ଅଭିଯୋଗ ହେଉଛି । ଗଛ କାଟିବା ପାଇଁ ଏବେ ମାତିଛନ୍ତି ଗଛ ମାଫିଆ ଏବଂ ନିଦାବିଷ୍ଣୁ ସାଜିଛି…
Read More...

ଡକାୟତି ଉଦ୍ଦେଶ୍ୟରେ ହତ୍ୟା ଉଦ୍ୟମକାରୀଙ୍କୁ ୩ ବର୍ଷ କାରାଦଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସିଷ୍ଟେଣ୍ଡ ସେସନସ୍‌ ଜଜ୍‌ କମ୍‌ ସିନିୟର ସିଭିଲ ବିଚାରପତି ଏସ୍‌. କୁନମୁନ ଆଚାରୀ (ଏଲ୍‌ଆର ଏଣ୍ଡ ଏଲ୍‌ଟିଭି ବଲାଙ୍ଗିର) ସେସନ କେସ ନଂ.୧୩୪ ମସିହା ୨୦୨୨ ମାମଲାରେ ଶୁଣାଣି କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସଂଜିବ ବିଶ୍ୱାଲଙ୍କୁ…
Read More...

ଶିଶୁ ଦିବସରେ ପୁରାତନ ଛାତ୍ର କେତନ ରଣାଙ୍କୁ ସମ୍ବର୍ଦ୍ଧନା

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର କେତନ ରଣା (୨୦୨୧ ମେଟ୍ରିକ ବ୍ୟାଚ)ଙ୍କୁ ଆଜି ଶିଶୁ ଦିବସ ଅବସରରେ ସ୍କୁଲ ପ୍ରଧାନ ସିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ,ସହକାରୀ ପ୍ରଧାନ ଶିକ୍ଷକଙ୍କ ସହ ଶିକ୍ଷକ…
Read More...

ଆଗଲପୁର ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବୃନ୍ଦାବନ ଧାମ ପ୍ରବଚକ ବାଳମୁକୁନ୍ଦ ମହାରାଜ ଦୀପ ପ୍ରଜ୍ୱଳନ କରି ଶିଶୁ ମାନଙ୍କୁ ଶିଶୁ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିଭାବେ ସମାଜସେବୀ ଅଭୟ…
Read More...

ପାର୍ବତୀ ଗିରି ବାଲନିକେତନରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲନିକେତନ ଶିଶୁ ଯନ୍ତ୍ର ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି । ଏଥିରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ସାମାଜିକ କର୍ମୀ…
Read More...

ବିଶ୍ୱଶାନ୍ତି ଓ ପ୍ରାଣୀ ଜଗତର ମଙ୍ଗଳ ପାଇଁ ୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଦୀପଦାନ ଓ ତୁଳସୀ ପତ୍ରରେ ପ୍ରଭୁଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଦ୍ୱାରା ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନର ପ୍ରଥମ ତଥା ଦ୍ଵିତୀୟ ଦିବସରେ ବହୁ ଦୂରଦୂରାନ୍ତରୁ ମହିଳା କୀର୍ତ୍ତନ୍ୟ ଦଳ ତଥା ରଙ୍ଗୀନ କୀର୍ତ୍ତନ୍ୟ ଦଳମାନେ ଆସି ପ୍ରଭୁଙ୍କ ନାମ ନେଉଛନ୍ତି । ଚଳିତ…
Read More...