ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ବେଲପଡା ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର…
Read More...

ଅଭ୍ୟାସ ଟେକ୍ନୋ ସ୍କୁଲରେ ବହୁ ଆଡମ୍ବରରେ ଶିଶୁ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଭ୍ୟାସ ଟେକ୍ନୋ ସ୍କୁଲ, ପଦ୍ମପୁରରେ ବହୁ ଆଡମ୍ବରର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଶିଶୁ ଦିବସରେ ଶିଶୁଙ୍କୁ ଭବିଷ୍ୟତର ଜ୍ଞାନ ଦେଇ ଅଭ୍ୟାସର ଶିକ୍ଷକମାନେ ବହୁ ସୁନ୍ଦର ବାଭେ ଡ୍ରାମା, ଗୀତ, ନାଚ ପରିବେଷଣ କରି ପାଳନ କରିଥିଲେ । ପ୍ରଥମେ ଶ୍ରୀ…
Read More...

ତାଲୁକ ସହାୟତା ଓ ପରାମର୍ଶ କମିଟି ତରଫରୁ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସାରା ଭାରତ ବର୍ଷରେ ଶିଶୁ ଦିବସ ପାଳନ ଅବସରରେ ତାଲୁକ ସ୍ତରୀୟ ସହାୟତା ଓ ପରାମର୍ଶ କମିଟି କଣ୍ଟାବାଞ୍ଜି ତରଫରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଠାରେ ଶିଶୁ ଦିବସ ପାଳନ ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଲୁକ କମିଟିର…
Read More...

ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌

ବଲାଙ୍ଗିର, (ପିଆଇବି) : ଏକ୍‌ସନ୍‌ ମୁଡ୍‌ ଥି ମୋହନ୍‌ ସର୍‌କାର୍‌ । ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌ । ଆଘୋ ଧାନ୍‌ ଘିନା ଥି ଖୋବ୍‌ ଗୁନ୍ଦ୍‌ଲାଗୁପା ରହିଥିଲା । ହେତିର୍‌ ଲାଗି ନୂଆଁ ସର୍‌କାର୍‌ ତାୱଡ୍‌ତୋଡ୍‌ ପଦକ୍ଷେପ ନେବାର୍‌ କେ ଅଁଟା ବର୍‌କସ୍‌ କରିଛନ୍‌ । ପୁରାପୁରି ସ୍ୱଚ୍ଛତା…
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ତ୍ରିପୁରାସୁର ଉପରେ ଭଗବାନ ଶିବଙ୍କ ଈଶ୍ୱରୀୟ ବିଜୟ

ଶ୍ରୀମତୀ ତାରିଣୀ ବହିଦାର କାର୍ତ୍ତିକ ପୂର୍ଣ୍ଣିମା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁ ପୁରାଣରେ ଗଭୀର ମହତ୍ୱ ରଖିଥାଏ କାରଣ ଏହା ଶକ୍ତିଶାଳୀ ତ୍ରିପୁରାସୁର ଉପରେ ଭଗବାନ ଶିବଙ୍କ ଈଶ୍ୱରୀୟ ବିଜୟକୁ ସ୍ମରଣ କରିଥାଏ । କିମ୍ବଦନ୍ତୀ ଅନୁଯାୟୀ,…
Read More...

ସେକ୍ଟର -୧୬ ଡିଏଭି ପବ୍ଲିକ୍‌ ସ୍କୁଲରେ ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ ଡିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ପବିତ୍ର ଦିବସର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଆମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ୱଳନ ଓ ଡିଏଭି ସଙ୍ଗୀତ ଗାନ କରି ଆରମ୍ଭ…
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ବୋଇତ ବନ୍ଦାଣ ଉତ୍ସବର ଦ୍ୱିତୀୟ ଦିନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ଦ୍ୱିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ଦ୍ୱିତୀୟ ଦିନରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ରଘୁନାଥପଲ୍ଲୀର…
Read More...

ଜେନିଥ୍ ଲାୟନ୍ସ ଗୁରୁକୁଳରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଜେନିଥ୍ ଲାୟନ୍ସ ଗୁରୁକୁଳରେ ଶିଶୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର କୋର୍ଟର ଉପ…
Read More...

ମା’ ରାମଚଣ୍ଡୀ ପୀଠ ପରିଦର୍ଶନରେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ପୀଠକୁ ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି ଏବଂ ମନ୍ଦିର ବେଢ଼ା ପରିକ୍ରମା କରି ଏକ ଅଦ୍ଭୁତମୟ ଉଦାହରଣ ସୃଷ୍ଟି କରିଛନ୍ତି ।…
Read More...

ଜାତୀୟ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୧୫ରେ ପାଳନ କରାଯାଉଥିବା 'ଜାତୀୟ ପୁନଃ ଚକ୍ରଣ ଦିବସ', ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ହ୍ରାସ ଦ୍ଵାରା ପରିବେଶ ସୁରକ୍ଷା ବିଷୟରେ ଆଲୋକପାତ କରେ । ୧୯୯୭ରେ ଜାତୀୟ ରିସାଇକ୍ଲିଂ ସମବାୟ ସମିତି ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ…
Read More...