ବାଙ୍ଗାଲୋର ସେଲକୋ ଫାଉଣ୍ଡେସନ ଓ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ଏକ…

ମ. ରାମପୁର (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ସୌରଶକ୍ତି ଯୋଗାଣ ନିମନ୍ତେ କାମ କରୁଥିବା ବାଙ୍ଗାଲୋର୍‌ର ସେଲକୋ ଫାଉଣ୍ଡେସନ ଓ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…
Read More...

ପଦ୍ମପୁର ପ୍ରିଣ୍ଟ ମିଡ଼ିଆ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ହୋଟେଲ ଚାନ୍ସେଲର ଠାରେ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି କିରଟି ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ ଅତିଥି ଭାବେ ଯୋଗ…
Read More...

କଂସ ନିଧନ ସହ ୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା ଧନୁଯାତ୍ରା"ସ୍ମରଣୀକା" ଉନ୍ମୋଚିତ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଢୋଲ, ନିଶାନ, ତାସା ଓ ଘଂଟ ବାଦ୍ୟ, ଘୁମୁରା, ଅଘୋରୀ କଳାକାରଙ୍କ ବାଦ୍ୟ ଓ ନୃତ୍ୟ ସହ ବିଶାଳ ପଟୁଆରରେ ମଥୁରା ନଗରୀ ବଙ୍ଗୋମୁଣ୍ଡା ନଗର ପରିକ୍ରମା ପରେ ରଙ୍ଗ ମଞ୍ଚଙ୍କୁ ମହାରାଜ କଂସ ପହଞ୍ଚିଥିଲେ…
Read More...

କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ଦ୍ୱାରା ସ୍ଥାନୀୟ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ରାକେଶ ପଣ୍ଡିତ ଅଗ୍ରୱାଲ, ସଭା…
Read More...

ସଇଁତଲାରେ ବ୍ଲକସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସାମ୍ବାଦିକମାନେ ନିର୍ଭୀକ ହୋଇ ଘଟଣା, ଦୁର୍ଘଟଣା ସହ ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଅଣାଯାଉ ବୋଲି ଶନିବାର ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଅତିଥିମାନେ ମତପ୍ରକାଶ କରିଥିଲେ । ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ସଇଁତଲା କାର୍ଯ୍ୟରତ…
Read More...

ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଶିବିର ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଶିବିର ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ଉପ ଜିଲ୍ଲାପାଳ ପବିତ୍ର କୁମାର ବେହେରା ମୁଖ୍ୟଅତିଥି ତଥା…
Read More...

ଜାତୀୟ ସ୍କୁଲ ଉଷୁ ପ୍ରତିଯୋଗିତା ଦଳରେ ବଲାଙ୍ଗିରରୁ ୨ ଜଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ତା. ୨୨ ରୁ ତା. ୨୬ ଜାମ୍ମୁ ଠାରେ ହେବାକୁ ଥିବା ଜାତୀ ଉଷୁ ପ୍ରତିଯୋଗିତା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦ ଜଣ ବାଳକ, ବାଳିକା ପାଇଥିବା ବେଳେ ଏହି ଦଳରେ ବଲାଙ୍ଗିର ଜିଲ୍ଲାରୁ ଅଭିପ୍ସା ହୋତା ଏବଂ ରୁଦ୍ର ମେହେର ସ୍ଥାନ ପାଇଛନ୍ତି ।…
Read More...

ବଲାଙ୍ଗିର କିକ୍‌ ବକ୍ସରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଶେଖର କିକ୍‌ ବକ୍ସିଂ ଏକାଡେମିର ୨ କିକ୍‌ ବକ୍ସର ଖେଳାଳୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ…
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ତରଫରୁ ଆଜି ଅମଠି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ମୋତିଲାଲ ବାଗଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମ ମିର୍ଦ୍ଧା ଗୋଷ୍ଠୀ…
Read More...

ଜୟପାଟଣା କାର୍ଯ୍ୟରତ ସାମ୍ବାଦିକ ସଂଘର ରାଷ୍ଟ୍ରୀୟ ପ୍ରେସ ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ପର୍ଶୁରାମ ପେଲେସ ଠାରେ ଜୟପାଟଣା କାର୍ଯ୍ୟରତ ସାମ୍ବାଦିକ ସଂଘର ରାଷ୍ଟ୍ରୀୟ ପ୍ରେସ ଦିବସ ଦୃଢ଼ ସଂକଳ୍ପର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ବିକାଶ, ସଶକ୍ତ ସଂଗଠନ ଓ ଆନୁପାତିକ ଅଧିକାର ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା ।…
Read More...