jsm

ଜାତୀୟ ସ୍କୁଲ ଉଷୁ ପ୍ରତିଯୋଗିତା ଦଳରେ ବଲାଙ୍ଗିରରୁ ୨ ଜଣ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ତା. ୨୨ ରୁ ତା. ୨୬ ଜାମ୍ମୁ ଠାରେ ହେବାକୁ ଥିବା ଜାତୀ ଉଷୁ ପ୍ରତିଯୋଗିତା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦ ଜଣ ବାଳକ, ବାଳିକା ପାଇଥିବା ବେଳେ ଏହି ଦଳରେ ବଲାଙ୍ଗିର ଜିଲ୍ଲାରୁ ଅଭିପ୍ସା ହୋତା ଏବଂ ରୁଦ୍ର ମେହେର ସ୍ଥାନ ପାଇଛନ୍ତି । ବଡବିଲ ଠାରେ ସ୍ୱତନ୍ତ୍ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ ପରେ ୧୮ ତାରିଖ ଭୁବନେଶ୍ୱରରୁ ଜାମ୍ମୁ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ଓ ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା କାମନା କରିଛନ୍ତି ।

yuvodaya
Leave A Reply

Your email address will not be published.