ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୫ ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୫ ଶୁକ୍ରବାର ଦିନ ଆରମ୍ଭ ହୋଇ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି…
Read More...

ସରକାରୀ ବାଳକ ୟୁପି ସ୍କୁଲ ତୁଷୁରା ଠାରେ ତୃତୀୟ ପିଟିଏମ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ତୃତୀୟ ପିତୃମାତୃ ଶିକ୍ଷକ ସଂଘ ବୈଠକ (ପିଟିଏମ୍) ଅଭିଭାବିକା ପିଙ୍କି ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର…
Read More...

ଶିଶୁ ମଙ୍ଗଳ କମିଟି ଦ୍ଵାରା ଉଦ୍ଧାର ହେଲା ନାବାଳିକାଙ୍କ ଶିଶୁପୁତ୍ର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଣୁପୁର ବ୍ଲକ ପୂଟାସିଂ ପଞ୍ଚାୟତ ଶିଶୁ ବିକ୍ରି ଘଟଣା ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଗୁଣୁପୁର ସିଡିପିଓଙ୍କୁ ଦେଇଥିବା ଚିଠି ଖୁଲସା ହୋଇଥିବା ଘଟଣା ଅନୁଯାୟୀ ପୂଟାସିଂ ପଞ୍ଚାୟତ ତାରବେଲ୍‌ ଗ୍ରାମର ନାବାଳିକାଙ୍କ ଗର୍ଭରୁ ଜାତ ଶିଶୁକୁ ୧୦ ଦିନ ପରେ…
Read More...

ପଥରଚେପା ପାର୍ବତୀଗିରି ବାଲ ନିକେତନକୁ ସତ୍ୟନାରାୟଣ ସେବା ସ୍ମୃତି ସମ୍ମାନ

ସମାଜ ପାଇଁ ଏକ ଆଦର୍ଶ ଥିଲେ ସ୍ୱର୍ଗତ ସତ୍ୟ ନାରାୟଣ ବେହେରା ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି, ମଞ୍ଚ ଓ ଚଳଚିତ୍ର ଅଭିନେତା, ସଂସ୍କୃତି ଗବେଷକ ତଥା ସାରସ୍ୱତ ସାଧକ…
Read More...

ବିପୁଳ ପରିମାଣର ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା କାର୍‌ ଭିତରୁ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା ଜବତ କଲା ପୋଲିସ । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ପୋଲିସ ପ୍ରଶାସନ ବାଟରେ ମାଡି ବସିଲା । ବ୍ରହ୍ମପୁର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ,…
Read More...

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସଙ୍କ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ରାଉରକେଲା ଆଶ୍ରମର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ଦାସ ଜିଲ୍ଲା ସ୍ତରୀୟ ମହକ ପ୍ରତିଯୋଗିତାରେ ହୋଇଥିବା ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରି ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ପାଇଁ…
Read More...

ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଯାପିତ

କବିସନ୍ଧିରେ ଯୋଗଦେଲେ ଶତ୍ରୁଘ୍ନ ପାଣ୍ଡବ ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନା ଚକ୍ରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ…
Read More...

ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ ଟାଉନ ବାଳକ ବିଦ୍ୟାଳୟର ଖେଳ ପଡିଆ ଠାରେ ତା. ୨୮/୧୧/୨୦୨୪ ରିଖ, ଗୁରୁବାର ଦିନ ଠାରୁ ୨୯/୧୧/୨୦୨୪ ଶୁକ୍ରବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
Read More...

୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଏମ୍.ଏସ୍.ପି ସହାୟତା ରାଶି

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ସମଗ୍ର ରାଜ୍ୟରେ ଧାନକିଣା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍ତି । ଏଥି ନିମନ୍ତେ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
Read More...

ଆଇ.ଆର.ଇ.ଏଲ. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଆଇ.ଆର.ଇ.ଏଲ.(ଇଣ୍ଡିଆ) ଏବଂ ଓସ୍କୋମ୍ ମୁଖ୍ୟ ତଥା ଜେନେରାଲ ମ୍ୟାନେଜର ସି.ଭି.ଆର. ମୂର୍ତ୍ତୀ ଏହି କାର୍ଯ୍ୟକ୍ରମରେ…
Read More...