ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ ସଂଯୋଜନାରେ "ବିଶ୍ୱ ଏଡ୍‌ସ ସଚେତନତା ଦିବସ " ପାଳିତ ହୋଇଯାଇଛି । ୧୯୮୮ ମସିହା ଡିସେମ୍ବର ୧ ତାରିଖକୁ ସାରା ବିଶ୍ୱ "ବିଶ୍ୱ ଏଡ୍‌ସ ଦିବସ " ଭାବରେ…
Read More...

କ୍ଷୀରୋଦ୍ର ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଜଣାଶୁଣା ସମସ୍ତଙ୍କ ପ୍ରିୟ କ୍ଷୀରୋଦ୍ର ମେହେର (୮୦)ଙ୍କ ପାଇକମାଲ ସ୍ଥିତ ବାସ ଭବନରେ ତାଙ୍କ ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ ମାସ ହେବ ଅସୁସ୍ଥ ହୋଇ ଔଷଧ ସେବନ କରୁଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟବାଦୀ,…
Read More...

ଭୟଭୀତ କରି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ : ଥାନାରେ ଲିଖିତ ଅଭିଯୋଗ

ହରଭଙ୍ଗା : ଦିନକୁ ଦିନ ରାସ୍ତା ଘାଟରେ ଅପରାଧିକାର କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ପୋଲିସକୁ ଚକମା ଦେଖାଇ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧିକାର କାର୍ଯ୍ୟରେ ଲିପ୍ତ ରହୁଥିବା ଏବଂ ଚୋରି କାର୍ଯ୍ୟଠୁ ଆରମ୍ଭ କରି ଲୁଟ ପାଟ ପର୍ଯ୍ୟନ୍ତରେ ବାରମ୍ବାର ବୃଦ୍ଧି ପାଉଥିବା ଭଳି ଖବର…
Read More...

ବିଶ୍ଵ ଏଡ଼ସ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହା ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଏଡ଼ସ ସଂକ୍ରମଣର କାରଣ, ପ୍ରତିକାର…
Read More...

ଆସନ୍ତା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ରାଜ୍ୟସ୍ତରୀୟ ସିରଜିନା ନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମାସିକ ବିବରଣୀ ପାଠ…
Read More...

ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି । ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ…
Read More...

ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ବିଶିଷ୍ଠ ବ୍ୟବସାୟୀ ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଳ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ, ପଦ୍ମପୁର…
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ୱାରା ନୃସିଂହନାଥରେ ସଂକଳ୍ପ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶର ନୃସିଂହନାଥ ମନ୍ଦିର ସ୍ଥିତ ସିଂହଦ୍ଵାର ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନେତୃତ୍ୱରେ ଗନ୍ଧମାର୍ଦ୍ଦନ ସୁରକ୍ଷା ସଂକଳ୍ପ ଦିବସ ଅନୁଷ୍ଠିତ ହୋଇଥିଲା । ଭାଗବତ ତତ୍ତ୍ଵ ଆଶ୍ରମରୁ ସଂଗ୍ରାମୀ ମାନେ ଶୋଭାଯାତ୍ରାରେ…
Read More...

ସିଙ୍ଗାରି ଘାଟିରେ ଓଲଟିଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଚାଳକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଘାଟି ରାସ୍ତାର ମରାମତି ହେଉଛି । ଆଉ ଏତିକି ବେଳେ ଅଚାନକ ରାସ୍ତା ଉପରେ ଓଲଟି ପଡିଲା ହାଇୱା । କଳାହାଣ୍ଡି ଜିଲ୍ଲା କଲମପୁର - ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ରାସ୍ତାର ଏକ ବୁଲାଣି ନିକଟରେ ରବିବାର ଅପରାହ୍ନରେ ଏକ ହାଇଓ୍ବା…
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳନ -୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ୍‌ସ ଦିବସ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଆଶା, ଏ.ଏନ୍.ଏମ୍, ଅଙ୍ଗନୱାଡ଼ିର କର୍ମୀମାନଙ୍କୁ ଏଚ୍. ଆଇ.ଭି. ଉପରେ ସଚେତନତା କରାଯାଇଛି । ଏମ୍.ସି.ଏଚ୍ ବିଲଡିଂ ଠାରୁ…
Read More...