ବିଶ୍ୱାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରରେ “ଅଷ୍ଟମ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ, ଚିତ୍ର ଏବଂ ହସ୍ତଶିଳ୍ପ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରରେ ଅଷ୍ଟମ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତା ୨୯ ଏବଂ ୩୦ ନଭେମ୍ବର ୨ ଦିନ ଧରି ହଷୋଲ୍ଲାସପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ଵାମୀ…
Read More...

ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା

କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ଟାଙ୍ଗିଆ ବାହାରିଲା କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି…
Read More...

ବିଜ୍ଞାପନ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଓଡ଼ିଶା କ୍ଷୁଦ୍ର ଓ ମାଧ୍ୟମ ସମ୍ବାଦପତ୍ର ସଂଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ପ୍ରାୟତଃ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି । ୨୦୧୫ ପର୍ଯ୍ୟନ୍ତ ଡିଏଭିପି ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଜାତୀୟ ଦିବସ ତଥା…
Read More...

ଭକ୍ତିରେ ଝୁମିଲେ ଦର୍ଶକ, ପାଞ୍ଚ ଦିନ ଧରି ଚାଲିଲା ପ୍ରବଚନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଜଗତର ନାଥ ଜଗନ୍ନାଥଙ୍କ ମହିମା ଓ ଭକ୍ତଙ୍କ ପ୍ରତି ଭଗବାନଙ୍କ କୃପା ବିଷୟରେ ଟିକିନିଖି ଭାଵେ ବୁଝାଇ ଦେଇଛନ୍ତି ପ୍ରବଚକ ପଣ୍ଡିତ ଶ୍ରୀ ଆଶୀର୍ବାଦଜୀ ମହାରାଜ । ବାବା ବଳିଆଙ୍କ ଶିଷ୍ୟ ସୁଦୂର କଟକ ଜିଲ୍ଲାରୁ…
Read More...

ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସ୍‌ଏଫ୍‌ର ସଫଳତା

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି । ବିଏସ୍‌ଏଫ୍‌ର ସଫଳତାକୁ ନେଇ ମହାନିରୀକ୍ଷକ ସିଡି ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଏସ୍‌ଏଫ୍‌…
Read More...

ରାୟପୁର ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଦେଲେ ଲୋକଙ୍କୁ ହାଡ ଓ ହୃଦ୍‌ରୋଗ ସମ୍ବନ୍ଧୀୟ ତଥ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ମାରୱାଡ଼ି ୟୁଭା ମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ରାୟପୁର ଏମ୍‌ଏମ୍‌ଆଇ ହସ୍ପିଟାଲର ସହଭାଗିତାରେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ଡିଏନ ରିସର୍ଟ ଠାରେ ଅନୁଷ୍ଠିତ…
Read More...

ମଣ୍ଡଳ ଶିକ୍ଷାଧିକାରୀ ବିନୋଦ ପ୍ରମାଣିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାବ ବିହ୍ଵଳ ପରିବେଷରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି…
Read More...

ଟିଟିଲାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସବୁବେଳେ ସମାଜସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଆୟୋଜନ କରାଯାଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ…
Read More...

ବାପି ଦା ଫ୍ୟାନ୍ସ କ୍ଲବର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ କରି ଗଠିତ ହୋଇଥିବା ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତାକାଲି ରାଉରକେଲା କ୍ଲବ୍‌ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଚଳଚ୍ଚିତ୍ର ଜଗତର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ବାପି ଲାହିରୀଙ୍କ ଉଦ୍ଦେଶ୍ୟରେ ଗଠିତ…
Read More...

ବିଦ୍ୟାଳୟ ବିକାଶ ଦିଗରେ ମୋ ସ୍କୁଲ ଅଭିଯାନକୁ ଦାନ କଲେ ପୂର୍ବତନ ଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିବାରର ପୂର୍ବତନ ଛାତ୍ରୀମାନେ ବିଦ୍ୟାଳୟକୁ ଭୁଲି ନାହାନ୍ତି । ସେମାନେ ଏହି ସ୍କୁଲରେ ପାଠ ପଢିଛନ୍ତି । ସ୍କୁଲ ଛାତ୍ରୀ ଭାବରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ରାଜେଶ୍ୱରୀ ବାଇଙ୍କ ଝିଅ ଜେ.…
Read More...