ବିଜଘାଟରୁ ଜଣେ କୁଖ୍ୟାତ ମୋବାଇଲ ଚୋର ଗିରଫ ପରେ କୋର୍ଟ ଚାଲାଣ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବିଜଘାଟ ଗ୍ରାମର ମାନସିଂ ସାହୁଙ୍କ ପୁଅ ଅଜୟ ସାହୁ (୩୧) ନାମକ ଜଣେ କୁଖ୍ୟାତ ମୋବାଇଲ ଚୋରକୁ ପୁଲିସ୍ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ,!-->…
Read More...
Read More...