ବନବିଭାଗର ଚଢ଼ାଉ : ଖଇର କାଠ ବୋଝଇ ମିନିଟ୍ରକ ଜବତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲିରୁ ଘୁଚାପାଲି ରାସ୍ତାରେ ବନବିଭାଗ ଚଢାଉ କରି ସୋମବାର ସକାଳ ୪ଟା ସମୟରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ତେଲେନପାଲିରୁ ଘୁଚାପାଲି ରାସ୍ତାରେ ଏକ ଖଇର କାଠ ବୋଝେଇ…
Read More...

ବଡ଼ମାଳରେ ସର୍ବ ଭାରତୀୟ ଦ୍ଵିତୀୟ ହକି କପ ଚାମ୍ପିୟାନ ସିପ୍‌ ଉଦ୍‌ଘାଟିତ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ସର୍ବ ଭାରତୀୟ ହକି ଚାମ୍ପିୟାନ ସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ବଡ଼ମାଳ ଗୋଳାବାରୁଦ କାରଖାନା ସ୍ପୋର୍ଟ ଷ୍ଟାଡିୟମ ପରିସରରେ ମିୟୁନିସନ ଇଣ୍ଡିଆ ଲିମିଟେଡ଼ ସହାୟତାରେ ଓ ବଡ଼ମାଳ ଆୟୁଧ ନିର୍ମାଣୀ…
Read More...

ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂରାଏଙ୍କ ଦେହାନ୍ତ

ଲୋଇସିଂହା, (କେପିସଏନ୍‌ଏସ୍‌) : ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂରାଏଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୦ରେ ଜନ୍ମିତ ସ୍ୱର୍ଗତ ସିଂରାଏ ପଚାଶ ଦଶକରେ ନାଗପୁର ବିଶ୍ଵବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାଙ୍କ ପୃଷ୍ଠପୋଷକତାରେ ପ୍ରତିବର୍ଷ ଲୋଇସିଂହାରେ ବୁଢ଼ାଦେଓ ଯାତ୍ରା…
Read More...

ମରଣଯନ୍ତା ପାଲଟିଛି ଉପାନ୍ତ ରାସ୍ତା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ ଡ଼କଲା, ସାନ୍ ଡ଼କଲା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାରେ ବଡ ବଡ ଖାଲ ହୋଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଅନେକ ସମୟରେ ଦୁର୍ଘଟଣାରେ ମୂଲ୍ୟବାନ ଧନ ଜୀବନ ହାନି ହେଉଛି । ଆମ୍ବୁଲାନ୍ସ ସେବା ବାଧା…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ୨୦୨୪ ପାଳନ କରାଯାଇଛି । ମହତ୍ ଉଦ୍ଦେଶ୍ୟ ନେଇ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା…
Read More...

ଲାଠୋର ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜୟଶ୍ରୀ ଭଇଁଶାଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ବିଳନୀ

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ସଇଁତଳା ଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମା'ମାନଙ୍କୁ ନେଇ ଏକ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଉକ୍ତ କାର୍ଯ୍ୟାକ୍ରମରେ ପରିଚାଳନା ସମିତିର ଉପ…
Read More...

ସଇଁତଲା ବ୍ଲକରେ ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଅସନ୍ତୋଷ

ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ସଚେତନତା ଶିବିରସୁରୁଖୁରୁରେ ଧାନକିଣା ନେଇ ପ୍ରଶାସନର ପ୍ରତିଶୃତି ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ସଇଁତଲା ସ୍ଥିତ ନୂତନ ସମବାୟ ସମିତି ପ୍ରାଙ୍ଗଣରେ ଏଫ୍‌ଏକ୍ୟୁମାନର ଧାନ…
Read More...

ଆଜି ଠାରୁ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜି ଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଆଜି ଆର୍‌ଏମ୍‌ସି ପାଟଣାଗଡର ମଣ୍ଡଳ ମାର୍କେଟ ୟାର୍ଡରେ ଧାନ…
Read More...

ବେଲପଡା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବେଲପଡା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ…
Read More...