ପ୍ରଧାନମନ୍ତ୍ରୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସଦସ୍ୟ ମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି ।ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି :“ଏନଡିଏ ସଦସ୍ୟ ମାନଙ୍କ ସହ ‘ଦ ସାବରମତୀ ରିପୋର୍ଟ’ର ସ୍କ୍ରିନିଂରେ ଯୋଗ ଦେଲି । ଚଳଚ୍ଚିତ୍ର ନିର୍ମାତା…
Read More...

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୨୨ ସ୍ଥିତ ଦିବ୍ୟାଙ୍ଗଙ୍କ ଅନୁଷ୍ଠାନ ଆଶାଠାରେ ଅନ୍ତେବାସୀଙ୍କ ପାଇଁ ଖୁସି ବାଣ୍ଟିବା ସହ ଅନୁଷ୍ଠାନକୁ ଏକ ୱାଟର ପ୍ୟୁରିଫାୟର, ଦୁଇଟି କାନ୍ଥ ଘଣ୍ଟା, ମାଇକ ସେଟ୍ ସହ ବିସ୍କୁଟ, ଚକୋଲେଟ ବଣ୍ଟନ…
Read More...

ଦେଶରେ ଭିତ୍ତିଭୂମି ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରୁଛି ପ୍ରଗତି ପ୍ଲାଟଫର୍ମ

• ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସଦ୍ୟତମ ଅଧ୍ୟୟନରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଭାରତର ପ୍ରଗତି ପ୍ଲାଟଫର୍ମକୁ ପ୍ରଶଂସା• ୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଛି ପ୍ରଗତି• ବିଭିନ୍ନ ପ୍ରକାର ମଞ୍ଜୁରି ପାଇଁ ସମୟ ଅବଧି ହ୍ରାସ କରି…
Read More...

ଗାଈବାହାଲ ଧାନ କିଣା ମଣ୍ଡି ଶୁଭାରମ୍ଭ କଲେ ନରସିଂହ

ସବୁ ମଣ୍ଡିରେ ଏଫ୍‌ଏକ୍ୟୁ ଯନ୍ତ୍ର ନିହାତି ଜରୁରୀ - ନରସିଂହଗତ ବର୍ଷ ଧାନକିଣା କମିଶନ ଶୀଘ୍ର ପ୍ରଦାନ କରୁ ସରକାର ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହାଲ ପଂଚାୟତର ଗାଇବାହାଲ ଠାରେ ସ୍ଥାନୀୟ ସାବିତ୍ରୀ ବାଇ ଫୁଲେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ…
Read More...

ଡିସେମ୍ବର ୩ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ରୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ । ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ । ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ଅଜୟ କୁମାର…
Read More...

ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ କ୍ରୀଡା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ଖେଳପଡିଆ ଠାରେ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସହରରେ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏହା ପରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ…
Read More...

ଟ୍ରେନରୁ ପଡି ଜଣେ ଗୁରୁତର : ଦେବଦୂତ ସାଜିଲେ ରେଳ କର୍ମଚାରୀ

ତୁରେକେଲା, (ପିତାମ୍ବର ଦୀପ) : ଦୁର୍ଗପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ପଡି ଜଣେ ଗୁରୁତର । ଜୁରୁତର ଜଣକ ହେଲେ ରାଜସ୍ଥାନର ଚେତନ୍ୟ ଜୈନ (୧୯) । ସୂଚନା ଅନୁସାରେ ଚେତନ୍ୟ ଜୈନ ଦୁର୍ଗପୁରୀ ଇଣ୍ଟରସିଟିରେ ରାୟପୁରରୁ ଆସୁଥିଲେ ହେଲେ ଲାଠୋର ଷ୍ଟେସନରେ ସେ ହଠାତ୍‌ ପଡି ଯାଇଥିଲେ । ପରେ ଲାଠୋର…
Read More...

ଭୈରବୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ଧାରାବାହିକ ଅଭିନେତ୍ରୀ ହିରଣ୍ମୟୀଙ୍କ ନୃତ୍ୟରେ ଝୁମିଲେ ଦର୍ଶକ ହରଭଙ୍ଗା, (କେପିଏନ୍‌ଏସ୍‌) : କଳା, ସଂସ୍କୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ଚତୁର୍ଥ ରାଜ୍ୟ ସ୍ତରୀୟ ମା' ଭୈରବୀ ମହୋତ୍ସବ । ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମା'ଙ୍କ ସନ୍ଧ୍ୟା ଧୂପ ଓ ଆଳତି ପରେ ସାଧାରଣ…
Read More...

ଦେଓଗାଁ ଅଞ୍ଚଳରେ ୧୫ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ : ବଢୁଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜିର ସମୟରେ ଟିକିଏ ସମୟ ପାଇଁ ମୋବାଇଲ ଇଣ୍ଟରନେଟ ଠାରୁ ଦୂରେଇ ରହିବା ଲୋକଙ୍କ ପାଇଁ ଭାରି କଷ୍ଟକର । ମଣିଷ ଏବେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଉପରେ ନିଜର ଅଧିକାଂଶ କାମ ପାଇଁ ନିର୍ଭରଶୀଳ ହେଲାଣି । କେହି ଘରେ ବସି ଅଫିସ କାମ କରୁଛି ତ' ଆଉ କେହି ଏହା…
Read More...