ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପାୱାର ହାଉସ୍ ଗ୍ରୀଡ୍ ଠାରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୧ ପକ୍ଷରୁ ୩ ଜଣ ବିଦ୍ୟୁତ ଉପଭୋକ୍ତା ନିୟମିତ ବିଦ୍ୟୁତ ବିଲ୍ ପଇଠ କରୁଥିବାରୁ ସେମାନଙ୍କୁ ଆଜି ଏକ ସଭାରେ ଉପହାର ଦିଆଯାଇଥିଲା । ପ୍ରଥମ ପୁରସ୍କାର ସରୋଜିନୀ ମହାପାତ୍ର, ଦ୍ଵିତୀୟ…
Read More...

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ଆଣିବା ପାଇଁ ଓଡ଼ିଶା ସରକାର ଏକ ତାଲିମ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଦିନିକିଆ…
Read More...

ଗନ୍ଧମାର୍ଦ୍ଦନ ପର୍ବତ ହରିଶଙ୍କର ମନ୍ଦିରକୁ ଇଉନେସ୍କୋ ବିଶ୍ୱ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦାବୀ କଲେ ରାଜ୍ୟସଭା ସାଂସଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲା ମଧ୍ୟ ଭାଗରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ପ୍ରାକୃତିକ, ସାଂସ୍କୃତିକ ଏବଂ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବାରୁ ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳି ଘୋଷଣା କରିବାକୁ ଦାବୀ କରିଥିଲେ । ରାଜ୍ୟସଭାରେ ସାଂସଦ ନିରଞ୍ଜନ…
Read More...

୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ

ମୁଣ୍ଡା ବ୍ରଦର କାଲଟା ଚମ୍ପିୟାନ ଓ ୱାଇ.ବି.ପି କାଲଟା ରନର୍ସ ଅପ୍ ରାଉରକେଲା, (ସସ୍ମିତା ପ୍ରଧାନ) : କାଲଟା ସ୍ଥିତ ଅମର ଜ୍ୟୋତି ୟୁଥ୍ କ୍ଲବ୍ ତରଫରୁ ୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସୁଶିଲ ବାର୍ଲା ଓ ସମ୍ପାଦକ ଜାକ୍ରିୟାସ…
Read More...

ନୃସିଂହନାଥ ପ୍ରକୃତି ନିବାସକୁ ନବୀକରଣ କରାଯାଇ କରାଗଲା ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଜଙ୍ଗଲ ଭିତରେ ତଥା ପଞ୍ଚୁପାଣ୍ଡବ ଘାଟ ନିକଟରେ ଥିବା ନୃସିଂହନାଥ ପ୍ରକୃତି ନିବାସ ନବୀକରଣ କରାଯାଇ ଉଦ୍‌ଘାଟନ କରାଯାଇଛି । ଏହାକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ସମ୍ବଲପୁର ଟି. ଅଶୋକ କୁମାର ଓ ବନଖଣ୍ଡ ଅଧିକାରୀ,…
Read More...

୧୬ ନମ୍ବର ଜାତୀୟ ରାଜପଥ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁର ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ନେଇ ଯାଉଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ବୋଝେଇରେ ଟ୍ରକ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ହୁତୁହୂତୁ ହୋଇ ଜଳିଲା ଟ୍ରକ୍ ।…
Read More...

‘ଲେଖୁ ଲେଖୁ କବିତା’ ସଂକଳନ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଂ ଗୋକୁଳ ଚନ୍ଦ୍ର ଧଳଙ୍କ ରଚିତ କବିତା ସଂକଳନ 'ଲେଖୁ ଲେଖୁ କବିତା' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ମଧୁମଣ୍ଡପ ଠାରେ ଆୟୋଜିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ୱିନୀ କୁମାର ରାୟ ଓ…
Read More...

ଇସ୍ପାତ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ର ୫୪ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେକ୍ଟର-୭ ସ୍ଥିତ ସଂସଦ ଭବନ ପରିସରରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଦ୍ଵାରା ସାରସ୍ୱତ ପତାକା ଉତ୍ତୋଳନ କରାଯାଇଥିଲା ।…
Read More...

ଏମ୍‌କେଏମ୍‌ଡି ମହାବିଦ୍ୟାଳୟରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ କଲମପୁର ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ +୩ ମହାବିଦ୍ୟାଳୟରେ ଏକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂଗୋଳ ଅଧ୍ୟାପକ ଧରଣୀଧର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ବିଶାଳ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ଏକ ବିଶାଳ ରାଲିରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଂଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ବିରୋଧ କରିବା ସହ ହିନ୍ଦୁଙ୍କ…
Read More...