ଗୁଳି ଫୁଟାଇ କାଜୁ ବ୍ୟବସାୟୀଙ୍କ ବ୍ୟାଗ ଲୁଟି ନେଲେ ର୍ଦୁବୃତ୍ତ : ୨ଟି ଖୋକା ଗୁଳି ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ନିକଟବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ କିଛି ର୍ଦୁବୃତ୍ତ କାରରେ ଯାଉଥିବା କାଜୁ ବ୍ୟବସାୟୀ ଓ ସହଯୋଗୀଙ୍କୁ ବ୍ଲାଙ୍କ ଫାୟାରିଙ୍ଗ କରି ତାଙ୍କ ଠାରୁ ଏକ ବ୍ୟାଗ ଲୁଟିବାକୁ ଚେଷ୍ଟା କରୁଥିବା…
Read More...

ଗୀତା ଜୟନ୍ତୀ ପାଳନ ଉପଲକ୍ଷେ ବ୍ରାହ୍ମଣ ମହାସଭାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୀତା ଜୟନ୍ତୀ ପାଳନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀ ନୃସିଂହମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ଏ ବିଷୟରେ ବିସ୍ତୃତ ଆଲୋଚନା…
Read More...

ଛତ୍ରପୁର ବ୍ଲକ ମହାନାଦପୁର ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ବିଜ୍ଞାନ ମେଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଉଳଗାଁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏସ୍‌.…
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଚତୁର୍ଥ ଦିନ ପ୍ରତିଧ୍ଵନିର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଚତୁର୍ଥ ଦିବସରେ…
Read More...

ପ୍ରୟାତ କବି ସନତ୍ ରାୟଙ୍କୁ ସାରସ୍ୱତ ଶ୍ରଦ୍ଧାଞ୍ଜଳି

ଅଙ୍ଗୁରବାଳା ପରିଡ଼ାଙ୍କୁ ସନତ୍ ରାୟ ସ୍ମୃତି ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍ ରାୟ ସ୍ମୃତି କମିଟି ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ସନତ ସାହିତ୍ୟ ସମାରୋହ ସହିତ ସାରସ୍ଵତ ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ…
Read More...

ଦୁଇ ଦିନରେ ୩ଟି ଚୋରି ଘଟଣା : କେସିଙ୍ଗା ପୁଲିସ ପାଇଁ ଖୁଲମ୍‌ଖୁଲା ଚ୍ୟାଲେଞ୍ଜ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛିଦିନ ତଳେ ଚୋରି ଅଭିଯୋଗର ୨୪ ଘଣ୍ଟା ଭିତରେ ଚୋର ମାନଙ୍କୁ ଧରି ନିଜର କାର୍ଯ୍ୟଦକ୍ଷତା ବଳରେ ସହରବାସୀଙ୍କ ବିଶ୍ୱାସର ପାତ୍ର ହୋଇଥିବା କେସିଙ୍ଗା ପୋଲିସ ଆଜି ସମାଲୋଚନାର ପାତ୍ର ହୋଇଛି । ଗତ ରବିବାର କେସିଙ୍ଗା ସହରର ଏକ ବିଶିଷ୍ଟ ବ୍ୟବସାୟୀଙ୍କ ଘରୁ…
Read More...

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାବର୍ତ୍ତନ ଦିବସ ଛାତ୍ରଛାତ୍ରୀଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ । ସେ…
Read More...

ମସ୍କୋରେ ଭିଟିବି ରୁଷିଆ କଲିଂ ଇନଭେଷ୍ଟମେଣ୍ଟ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ “ଇଣ୍ଡିଆ ଫାଷ୍ଟ” ନୀତି…

ଭାରତରେ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ପୁଟିନଙ୍କ ଆଗ୍ରହଏସ୍‌ଏମ୍‌ଇଗୁଡ଼ିକର ଅଭିବୃଦ୍ଧି ପାଇଁ ଭାରତ-ରୁଷ ସହଯୋଗ ଉପରେ ପୁଟିନଙ୍କ ଗୁରୁତ୍ୱଦକ୍ଷିଣ ବିଶ୍ୱ ଅର୍ଥନୀତିଗୁଡ଼ିକର ସହାୟତା ଲାଗି ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଲେ ରାଷ୍ଟ୍ରପତି ପୁଟିନ ନୂଆଦିଲ୍ଲୀ, (ପିଆଇବି)…
Read More...

ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟା ପାୱାର ଏସ୍‌ଡିଓ ଅଫିସରେ ଗୁରୁବାର ଲଟେରୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିଓ ମନରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବଡ ଶତପଥି, ଜେଇ…
Read More...

ଡିସେମ୍ବର ୧୪ରୁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ଼୍ୟାମ ପରିସରରେ ରଞ୍ଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର…
Read More...