କେଓମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅଧିନସ୍ଥ କେଓମାଲ ଉଚ୍ଚ ବିଦ୍ୟାଳୟରେ ଗତ ୨ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବ ମୁଖ୍ୟ ଅତିଥି କେଓମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ଯୋଗଦେଇ…
Read More...

ଟିଟିଲାଗଡ଼ ଲାୟନ୍ସ ଡେନରେ ଅନ୍ତର୍ରାଷ୍ଟ୍ରୀୟ ଲିଓ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ଲିଓ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲିଓ କ୍ଲବ ସଭାପତି ସ୍ୱରୂପ ଶଙ୍କର ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନ୍ସ ଡେନରେ ଏହି ଲିଓ ଦିବସକୁ କେକ କାଟି ପାଳନ କରାଯାଇଛି…
Read More...

ଉପାନ୍ତରେ ବି.ଏସ୍‌.ଏନ୍‌.ଏଲ୍‌ ଟାୱାର କାର୍ଯ୍ୟକ୍ଷମ କେବେ ?

ନିର୍ମାଣର ସମ୍ପୂର୍ଣ୍ଣ କାର୍ଯ୍ୟ ୬ମାସ ହେଲା କେବେ ସେବା ପାଇବେ ଗ୍ରାହକ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ବିଛିନାଞ୍ଚଳରେ ଏବେ ମଧ୍ୟ ଲୋକେ ମୌଳିକ ଅଧିକାର ପାଇବା ଦୂରର କଥା ଯେଉଁ କାର୍ଯ୍ୟ ଶେଷ ହୋଇଛି ସେହି କାର୍ଯ୍ୟ ମଧ୍ୟ ଲୋକଙ୍କ ସେବାରେ…
Read More...

ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ କୋଠାକୁ ତିନି ତାରକା ମାନ୍ୟତା

ନୂଆଦିଲ୍ଲୀ : ନୂଆଦିଳ୍ଳୀର ହେବିଟାଟ ସେଣ୍ଟରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବେର ପରିବେଶ ଅନୁକୂଳ କୋଠା ପାଇଁ ସାହିତ୍ୟ ଏକାଡେମୀକୁ ସମ୍ମାନିତ କରାଯାଇଛି । ହରିତ୍ କୋଠା ବା ପରିବେଶ ଅନୁକୂଳ କୋଠାର ମାନ୍ୟତା ପ୍ରଦାନ କରୁଥିବା ଜାତୀୟ ସଂସ୍ଥା ‘ଗୃହ’ (GRIHA) ପକ୍ଷରୁ ଆୟୋଜିତ ୧୬ତମ…
Read More...

ଭାରତୀୟ ଭାଷା ସପ୍ତାହ ଉପଲକ୍ଷେ ଭାଷା ଓ ବୈଷୟିକ ଜ୍ଞାନ ସମନ୍ୱୟ ଦିବସ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଭାରତୀୟ ଭାଷା ସପ୍ତାହ ଉପଲକ୍ଷେ ଭାଷା ଓ ବୈଷୟିକ ଜ୍ଞାନ ସମନ୍ୱୟ ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା…
Read More...

ଯମୁନା ମାହେଶ୍ଵରୀ ମନ୍ଦିରରେ ଡୁମାଳ ସମାଜ ଯମୁନା ଚକର ବିରାଟ ସାଙ୍ଗଠନିକ ବୈଠକ

ସଂଗଠନରେ ଦୃଢ଼ତା ଓ ସୁପରିଚାଳନା ଉପରେ ଗୁରୁତ୍ୱ ଆରୋପ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବ ପୁରାତନ ପୀଠରେ ଗୁରୁବାର ମହାଲକ୍ଷ୍ମୀ ପୂଜା ଓ…
Read More...

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ବିଭାଗର ତାଲିମ ପ୍ରତିଷ୍ଠାନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାିଛି । କେବିକେ ମୁଖ୍ୟ ବୈଜ୍ଞାନିକ…
Read More...

ଜବାହାରଲାଲ ନେହେରୁ ଇନଡୋର ଷ୍ଟଡିୟମରେ ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡିଶା ମାଷ୍ଟର୍ସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତିଓଡିଶାର ଭାଗ ନେବେ ଋତୁପଣ୍ଣା ଓ ସ୍ୱେତାପର୍ଣ୍ଣା ପଣ୍ଡା, ଆୟୁଷ ପଟ୍ଟନାୟକ ଓ ଅଭିନାଶ ମହାନ୍ତି, ଅମ୍ରିତ ମହାନ୍ତି ଓ ଅଭିଜିତ ମହାରଣାଙ୍କ ଯୋଡି ଭୁବନେଶ୍ୱର : ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ବି.ଡବ୍ଲୁ.ଏଫ୍ ଟୁର ସୁପର ୧୦୦…
Read More...

ଜାତୀୟ ପଞ୍ଚାୟତ ପୁରସ୍କାର – ୨୦୨୪ : ୭ଟି ବିଭାଗରେ ଓଡ଼ିଶାକୁ ମିଳିବ ପୁରସ୍କାର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ‘ଜାତୀୟ ପଞ୍ଚାୟତ ପୁରସ୍କାର - ୨୦୨୪’ରେ ଓଡ଼ିଶାକୁ ସାତଗୋଟି ବିଭାଗରେ ପୁରସ୍କୃତ କରାଯିବ । ଆସନ୍ତା ଡିସେମ୍ବର ୧୧ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ…
Read More...

ସାଲେଭଟାରେ ସମ୍ବିଧାନ ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡୁଙ୍ଗୁରିପାଲିରୁ ଆସିଥିବା ଡଃ. ଭିମରାଓ ଆମ୍ବଦକରଙ୍କ ସମ୍ବିଧାନ ପୁସ୍ତକକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ଚଣ୍ଡୀ ମନ୍ଦିର…
Read More...