ପଦ୍ମପୁର ବନବିଭାଗକୁ ବଡ ସଫଳତା : ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଖଇରକାଠ ସହ ପିକଅପ୍ ଭ୍ୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପେଟ୍ରୋଲିଂ କରୁଥିବା ବେଳେ ଚୋରା ଚାଲାଣ ହେଉଥିବା ଖଇରକାଠ ସହ ପିକଅପ୍ ଭ୍ୟାନ (ଓଆର୍ ୧୭ ଏଫ୍ ୭୩୨୦)କୁ ପଦ୍ମପୁର ରେଞ୍ଜ ଅଧୀନସ୍ଥ ବରିକେଲ ଗ୍ରାମରୁ ଜବତ କରିଛି ପଦ୍ମପୁର ବନ ବିଭାଗ । ଜବତ କାଠର ଓଜନ ୧୨ କ୍ୱିଣ୍ଟାଲ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ…
Read More...

ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ୱରେ ଆସନ୍ତା ଡ଼ିସେମ୍ବର ୧୮/୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ…
Read More...

ମୁନିଗୁଡ଼ା ପାଇକସାହିରେ ୩୭ତମ ମହାଲକ୍ଷ୍ମୀ ଯାତ୍ରାର‌ ଶୁଭାରମ୍ଭ‌

ମୁନିଗୁଡା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲାର ଭକ୍ତି ବତ୍ସଳ ତଥା ଆଧ୍ୟାତ୍ମିକ ଭାବନାର ପଥିକ ମୁନିଗୁଡ଼ା ବ୍ଲକ ସଦର ମହକୁମା ପାଇକସାହି । ଏହି ସାହିର ବିଜୁପଟ୍ଟନାୟକ ଯୁବକ ସଂଘ ଓ ସାହି ବାସିନ୍ଦାଙ୍କ ସହଯୋଗରେ ଦୀର୍ଘ‌ ୩୭ ବର୍ଷ ହେବ ମାର୍ଗଶୀର ମାସର ମା ମହାଲକ୍ଷ୍ମୀଙ୍କ ଯାତ୍ରା…
Read More...

ସାମାଜିକ ଏବଂ ମାନବ ବିଜ୍ଞାନରେ ଆଇ.ସି.ଏସ.ଏସ.ଆର’ର ରିସର୍ଚ୍ଚ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଶୁଭାରମ୍ଭ

ଦୃଢ଼ ସାମାଜିକ ବିଜ୍ଞାନ ଗବେଷଣା ଭାରତୀୟତାର ସଭ୍ୟତାକୁ ସୁଦୃଢ଼ କରିବା ସହ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି - ଧର୍ମେନ୍ଦ୍ର ପ୍ରଧନବ୍ୟକ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଅନେକ ଦକ୍ଷ ଗବେଷକଙ୍କୁ ସୃଷ୍ଟି କରିବସାମାଜିକ ବିଜ୍ଞାନର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅନନ୍ୟ…
Read More...

ଡ଼. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ଭାରତ ରତ୍ନ ଆମ୍ବେଦକରଙ୍କ ୬୮ତମ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ଭାରତ ରତ୍ନ ଡ଼. ବି.ଆର୍‌. ଡ଼. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶୁକ୍ରବାର ପୂର୍ବାହ୍ନରେ ଡ଼. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ବେଦକଙ୍କ…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡନଭିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନମହାରାଷ୍ଟ୍ରରେ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ…
Read More...

ଷୋହଳ ପ୍ରହରୀ ନାମଯଜ୍ଞ ସମାପନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡବାଙ୍କୀ ଗାଁର ନାଏକପଡ଼ାରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ପୂର୍ଣ୍ଣାହୁତି ହୋଇଯାଇଛି । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ଘନଶ୍ୟାମ ମିଶ୍ର…
Read More...

ଭୁବନେଶ୍ୱର ଠାରେ ନ୍ୟାୟିକ ଅଦାଲତ ପରିସରକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ (୫ ଡିସେମ୍ବର ୨୦୨୪)ରେ ଓଡ଼ିଶାର ଭୁବନେଶ୍ୱର ଠାରେ ନୂତନ ନ୍ୟାୟିକ ଅଦାଲତ ପରିସରକୁ ଉଦ୍‌ଘାଟନ କରିଛନ୍ତି । ଭୁବନେଶ୍ୱର, (ପିଆଇବି) : ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଠିକ୍ ସମୟରେ ନ୍ୟାୟ ନମିଳିବା ଅନ୍ୟାୟ ସହିତ ସମାନ ।…
Read More...

୨୦ଟି ପଞ୍ଚାୟତରେ ନୂତନ ଏଡ଼ିଇଓଙ୍କ କାର୍ଯ୍ୟଭାର ଗ୍ରହଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୦ଟି ପଞ୍ଚାୟତରେ ନୂତନ ଏଡ଼ିଇଓ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଚିଠି ନଂ. ୯୨୯୪, ତାରିଖ ୦୪ - ୧୨ - ୨୦୨୪ ଅନୁସାରେ ସମସ୍ତ ଏଡ଼ିଇଓ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗଦାନ…
Read More...