ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ ସଭାପତିତ୍ୱରେ ଆରମ୍ଭ…
Read More...

ସଂଗୀତ ନିର୍ଦେଶକ ସରୋଜ ନନ୍ଦଙ୍କ ପରଲୋକ

ସଂଗୀତ ନିର୍ଦେଶକ ସରୋଜ ନନ୍ଦ ୫ ଡିସେମ୍ବରରେ ଆମକୁ ଛାଡିକରି ସରଗବାସ ହେଇଥିଲେ : ଗଣେଶ ବାରିକ୍ ବଲାଙ୍ଗିର, (କେପିଏନ୍‌ଏସ୍‌) : କେରି କେରି ସୁନା ଦୁବ, ମୁଁ ତ ବଡ଼ ଦେଉଳର ପାରା, ତୋ ଆଗରେ କିଛି ଧୂପ, ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ, କଳା ଠାକୁର ମୋ କଳା ଠାକୁର, ଛ ଖଣ୍ଡ କାଠରେ…
Read More...

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି…

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଉଠାଇଛନ୍ତି । ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ,…
Read More...

ସ୍ୱାବଲମ୍ବୀ କାରିଗରଙ୍କ ବହିଷ୍କାର ଉପରେ ହାଇକୋର୍ଟଙ୍କ ରହିତାଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରସୁଣ୍ଢି ପଞ୍ଚାୟତରେ ଗତ ତା ୨୫/୧୦/୨୦୨୪ ରିଖରେ ରାଜନୈତିକ ଆକ୍ରୋଶ ପୂର୍ବକ ସରପଞ୍ଚଙ୍କ ଦ୍ଵାରା ୨ ଜଣ ସ୍ୱାବଲମ୍ବୀ କାରିଗର ସଦାନନ୍ଦ ସାହୁ ଏବଂ ପବିତ୍ର ପଧାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା । ଏହି…
Read More...

ଦେଷଣ୍ଢ ଚାନ୍ଦଲି ପାହାଡ ଓ ଭୁଲିଆକଟାକୁ ଡିଏଫ୍‌ଓ ଏବଂ ଏସିଏଫ୍‌ଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ଥଳି ଚାନ୍ଦଲି ପାହାଡ ଓ ଐତିହାସିକ ଭୁଲିଆକଟାକୁ ମଙ୍ଗଳବାର ବଲାଙ୍ଗିର ଡିଏଫ୍‌ଓ ସୁଦର୍ଶନ ବେହେରା, ଏସିଏଫ୍‌ ମାନସ ବେହେରା ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।…
Read More...

କଇଁଛଙ୍କ ସୁରକ୍ଷା ନେଇ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବଙ୍ଗୋପସାଗର ବାଲୁକା ଶଯ୍ୟା ବା ବାବାବଟେଶ୍ୱର ବେଳାଭୂମିରେ ଇକୋ ୱାରିୟର ଗଂଜାମ, ବ୍ରହ୍ମପୁର ସବୁଜ ବାହିନୀ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭରସା ପକ୍ଷରୁ " ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ" ଅବସରରେ ସେଠାରେ ସ୍ୱଚ୍ଛତା ଓ ସଚେତନତା…
Read More...

ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳର ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଜୟପୁରଠାରେ ହେବାକୁ ଯାଉଛି ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ । ଓଡ଼ିଶା ଜିମ୍ନାଷ୍ଟିକ ସଂଘ ପକ୍ଷରୁ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳ ଭାଗ ନେଉଛି…
Read More...

ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା : ବାଇକ୍ ଚାଳକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅନ୍ତର୍ଗତ ଅନକାମରା ଗାଁର ଅଜୁ ତାଣ୍ଡି (୨୦)…
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ୪ ଗୁରୁତର

ନୂଆପଡା, (ଅଜିତ ବେହେରା) : ନୂଆପଡା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଲୁକୁପାଲି ଛକ ଠାରେ ବୁଧବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ହେଲେ କୋମନା ଥାନା ମିର୍ଦ୍ଧାପାଲି ପଞ୍ଚାୟତ ବାଟିବାହାଲ ଗାଁର…
Read More...

ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି

ବର୍ତ୍ତମାନ ୫ ଜିଲ୍ଲାରେ ଧାନ କିଣା, ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାରେ ଆରମ୍ଭ ହେବ ଧାନ ସଂଗ୍ରହ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ଧାନ…
Read More...