ନୂତନ ବର୍ଷ ପ୍ରଥମ ଦିନ ଅଖଣ୍ଡ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଅବସରରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ନୂତନ ବର୍ଷ ପ୍ରଥମ ଦିନ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି) ଓ ସଂକଳ୍ପ ପରିବାର ବରଗଡର ମିଳିତ ଆୟୋଜନରେ ଗତ ନବବର୍ଷ ଭଳି ଅନୁଷ୍ଠିତ ହେବ ।!-->…
Read More...
Read More...