ସପ୍ତମ ଗୋବର୍ଦ୍ଧନ ଓ ମଗସିର୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କୁର୍ରିଚୁଆଁ କ୍ରିକେଟ କ୍ଲବ ଚମ୍ପିଆନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବିସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସପ୍ତମ ଗୋବର୍ଦ୍ଧନ ଓ ମଗସିର୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ…
Read More...

ରେଳ ଧାରଣରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ମୟୂରଭଞ୍ଜ : ବାଙ୍ଗିରିପୋଷି ଜ୍ୟୋତି ଆଇଟିଆଇ ଅନତି ଦୂର ରେଳ ଧାରଣରେ ପଡିଛି ମୃତଦେହ । ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆର୍‌ପିଏଫ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ଜ୍ୟୋତି…
Read More...

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଡିସେମ୍ବର ୨୫, ୨୦୨୪, ବୁଧବାର ଦିନ ନୂଆଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀରେ…

ଅମିତ ଶାହା ନବଗଠିତ ସମବାୟ ସମିତିଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର, ରୂପେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ମାଇକ୍ରୋ ଏଟିଏମ୍ ବଣ୍ଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ପଞ୍ଚାୟତରେ ସମବାୟ ପ୍ରତିଷ୍ଠା ସୁନିଶ୍ଚିତ କରିବାକୁ…
Read More...

ଯୋଗମାୟା ପୀଠରେ ଉନ୍ମୋଚିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରାର ଲୋଗୋ

କେସିଙ୍ଗା, (ପ୍ରୀତେଶ ପଟେଲ) : ୨୭ତମ କଳାହାଣ୍ଡି ଉତ୍ସବ ପାଳନ ପାଇଁ ମଙ୍ଗଳବାର କେସିଙ୍ଗା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା' ଯୋଗମାୟା ପୀଠରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବର ଉଦ୍‌ଘାଟନୀ ଉତ୍ସବ ଓ ଉତ୍ସବର ପ୍ରତୀକ (ଲୋଗୋ) ଉନ୍ମୋଚନ ହୋଇଯାଇଛି…
Read More...

ଉଦ୍‌ଘାଟିତ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ୯ତମ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବଗାଡ ଫୁଟ୍‌ବଲ ଖେଳ ପଡ଼ିଆରେ ଉଦ୍‌ଘାଟିତ ଏହି ପ୍ରତିଯୋଗିତା ସର୍ବମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଯୋଗିତାର ଫାଇନାଲ ଖେଳ ୩୧…
Read More...

ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ‘ସଂକଳ୍ପ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପୁଇଁତଳା, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ହାଇସ୍କୁଲ ଠାରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 'ସଂକଳ୍ପ' ଉଦ୍‌ଯାପିତ ହୋଇଯାଇଛି । ଭାଲେର…
Read More...

ଏନ୍‌ସିଆର୍‌ବିରେ ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ…

ସିସିଟିଏନ୍‌ଏସ୍‌ ୨.୦, ଏନ୍‌ଏଏପଆଇଏସ୍‌, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସର ଆଇସିଜେଏସ ସହ ମିଶ୍ରଣର ସମୀକ୍ଷା ବୈଠକଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ୱାରୋପତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ…
Read More...

ବ୍ରାହ୍ମଣୀ ଗ୍ରାମର ଦେବାନନ୍ଦ ଖମାରୀଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଦେବାନନ୍ଦ ଖମାରୀଙ୍କ ଗତ ତା ୨୧/୧୨/୨୦୨୪ରିଖ ଶନିବାର ଦିନ ସକାଳ ୮ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ…
Read More...

ବାଗ୍ମୀ ବିଶ୍ୱନାଥ କର ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ

• ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଆ ସାହିତ୍ୟକୁ ଉଜ୍ଜ୍ୱଳ କରିବାରେ ବାଗ୍ମୀ ବିଶ୍ୱନାଥ କର ଆପ୍ରାଣ ଉଦ୍ୟମ କରିଥିଲେ• ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ …
Read More...

ଲୋଇସିଂହା ବ୍ଲକରେ ଶିଶୁ ସୁରକ୍ଷା ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ଆଇ.ସି.ଡି.ଏସ୍‌ ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ବାରିକଙ୍କ ଅଧ୍ୟକ୍ଷତାରେ ସଚେତନତା…
Read More...