ଶ୍ରୀମତୀ ଇତିଶ୍ରୀ ଦାଶଙ୍କୁ ମିଳିଲା ମହାକବି ସୁରଦାସ ସାହିତ୍ୟ ଓ ସଙ୍ଗୀତ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ଦାଶଙ୍କୁ ଭାରତ ପ୍ରସିଦ୍ଧ ମହାକବି ସୁରଦାସ ସାହିତ୍ୟ ଓ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଗଲା । ତାଙ୍କର ଉତ୍ତମ ସାହିତ୍ୟ ଓ ସଙ୍ଗୀତ ପାଇଁ ତାଙ୍କୁ…
Read More...

ଇନ୍ଦିରା ନଗର ମଧ୍ୟରେ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀ ନଗର ପକ୍ଷରୁ ଇନ୍ଦିରା ନଗର ଠାରେ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର…
Read More...

ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ଦ୍ୱାରସେହ୍ନି ଲୋକଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ମାଟି ବଙ୍ଗୋମୁଣ୍ଡା । ଏହି ମାଟିର ସ୍ଵତନ୍ତ୍ରତାକୁ ବହନ କରିଥାଏ ଅଞ୍ଚଳର ଲୋକ ସଂସ୍କୃତି, ଲୋକ ଗୀତ, ଲୋକ ସଙ୍ଗୀତ, ଆଦିବାସୀ କଳା ଓ ସଂସ୍କୃତି । ଅଞ୍ଚଳର କଳାର ପ୍ରଚାର ପ୍ରସାର ଏବଂ ଲୋକକଳାକୁ ଉଜ୍ଜୀବିତ…
Read More...

କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ : ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଅଦିନିଆ ବର୍ଷା କୃଷକ ମାନଙ୍କୁ କଷ୍ଟ ଦେଉଛି । ସେମାନଙ୍କ ଉତ୍ପାଦିତ ସୁନାର ଫସଲକୁ ନଷ୍ଟ କରିଦେଇଛି । କିନ୍ତୁ ସରକାର କୃଷକ ମାନଙ୍କ ସହ ଠିଆ ହୋଇଛନ୍ତି ଓ ସେମାନଙ୍କୁ ସମସ୍ତ ସହଯୋଗ ଦେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଜଣକ ଜୀବନ

କଟକ : କଟକ ୪୨ ମୌଜା ବେଣ୍ଟକାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବାଲି ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର । ମୃତକ ଜଣକ ଟ୍ରାକ୍ଟର ହେଲ୍‌ପର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…
Read More...

ଅଦିନିଆ ବର୍ଷାରେ ଉଜୁଡ଼ି ଗଲା ବର୍ଷକର ପରିଶ୍ରମ ଜୀବନ ହାରିଲେ ଯୁବ ଚାଷୀ

ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଉଜୁଡ଼ି ଗଲା ବର୍ଷକର ପରିଶ୍ରମ । ଉଜୁଡ଼ା କ୍ଷେତ ଦେଖି ହତବାକ୍ ହୋଇଗଲେ ଯୁବ ଚାଷୀ । ଶେଷରେ ବେକରେ ରଶି ଲଗାଇ ଜୀବନ ହାରିଦେଲେ ଯୁବ ଚାଷୀ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁରେ । ସୂଚନା ଅନୁଯାୟୀ ବାଲିକୁଦା ଥାନା…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ସ୍ୱର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ ସ୍ୱର୍ଗୀୟ ମନମୋହନ…
Read More...

୩୦ କେଜି ଗଞ୍ଜେଇ ସହ କାର୍ ଜବତ : ଜଣେ ଗିରଫ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗୁ ଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ତୁଷୁରା ଅବକାରୀ ବିଭାଗ ସଫଳ ହୋଇଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ଚଢ଼ଉ କରି ୩୦ କେଜି ଗଞ୍ଜେଇ ସହ ଏକ କାର୍ ଜବତ କରିବା…
Read More...

ସରକାରୀ ସହାୟତାରୁ ବଞ୍ଚିତ ବିଷ୍ଣୁ ପାଇକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତ ଗଣ୍ତପାଲି ଗ୍ରାମର ବିଷ୍ଣୁ ପାଇକଙ୍କ ବୟସ ପାଖାପାଖି ୭୦ରୁ ଅଧିକ ହେଲାଣି । ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ଦଶନ୍ଧି ଧରି ଭାରତ ସ୍ୱାଧୀନତା ପାଇଲା ପରେ ମଧ୍ୟ ଦେଶର ପ୍ରତ୍ୟେକ…
Read More...

୨୦୨୪ : ଭାରତୀୟ କୂଟନୀତି ପାଇଁ ଉଲ୍ଲେଖନୀୟ ସଫଳତାର ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ କୂଟନୀତି ପାଇଁ ବର୍ଷ ୨୦୨୪ ବେଶ ଉଲ୍ଲେଖନୀୟ ଥିଲା, ଯାହାକି ବିଶ୍ୱର ଏକ ପ୍ରମୁଖ ଶକ୍ତିଭାବେ ଭାରତର ସ୍ଥିତିକୁ ମଜବୁତ କରିଥିଲା । ଏହିବର୍ଷ ବିଭିନ୍ନ ଅନ୍ତର୍ଜାତୀୟ ନେତାଙ୍କୁ ଆତିଥେୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା…
Read More...