ତ୍ରିଦିବସୀୟ ଆଧ୍ୟାତ୍ମିକ କଥାମୃତ ରାସ ପଞ୍ଚାଧ୍ୟାୟୀ ସମାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ତ୍ରିଦିବସୀୟ ଆଧ୍ୟାତ୍ମିକ କଥାମୃତ ରାସ ପଞ୍ଚାଧ୍ୟାୟୀ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ୱରେ କୋଏଲ ନଗର ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ…
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ୨୦୨୪ର ଶେଷ କାବ୍ୟ ସନ୍ଧ୍ୟା ଓ ନୂତନ ବର୍ଷର ଆବାହନ ସହିତ ସ୍‌ସ୍ୱତନ୍ତ୍ର ଆଲୋଚନା ଚକ୍ର…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ “ଏକ ରାଷ୍ଟ୍ର ଏକ ନିର୍ବାଚନ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ରାଷ୍ଟ୍ର ଏକ ନିର୍ବାଚନ ଶୀର୍ଷକକୁ ନେଇ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ଟି.ବି. ମୁକ୍ତ ଭାରତ ଅଭିଯାନରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ)ର ବଳିଷ୍ଠ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଭାରତ ସରକାରଙ୍କର ଦୃଢ଼ ସଂକଳ୍ପ ଟି.ବି. ହାରିବ, ଦେଶ ଜିତିବ ବ୍ୟାପକ ପ୍ରୟାସ ଜାରି ରହିଛି । ଟି.ବି. ମୁକ୍ତ ଭାରତ ଅଭିଯାନରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରାଜଯକ୍ଷ୍ମା ଯଥା ଟି.ବି.…
Read More...

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଆବେଦନ ପରେ ଯଥା ଶୀଘ୍ର କ୍ଷତିପୂରଣ ପ୍ରଦାନରେ ବୀମା କମ୍ପାନୀଙ୍କୁ ସହଯୋଗ ପାଇଁ…

କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବନି ଭୁବନେଶ୍ୱର : ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯଥା ଶୀଘ୍ର ପ୍ରଦାନ ପାଇଁ ବୀମା କମ୍ପାନୀମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ.…
Read More...

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ସପ୍ତମ ପାଳି

ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି ଓ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେଉଛନ୍ତି - ମୁଖ୍ୟମନ୍ତ୍ରୀଗତ ୬ଟି ପାଳିରେ ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ର ମଧ୍ୟରୁ ୭୮ ପ୍ରତିଶତ ମାମଲାର ସମାଧାନ ହୋଇଛିଅଭିଯୋଗ ପ୍ରକୋଷ୍ଠରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନଅଜଣା ରୋଗରେ ପୀଡିତ…
Read More...

ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ ଦେବଦର୍ହା ଠାରେ ଆୟୋଜିତ ହୋଇଯାଇଥିଲା । ପ୍ରଥମେ ଗ୍ରୁପର ତୋଷବନ୍ତ ବାରିକଙ୍କ ଜନ୍ମଦିନ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଥିଲା । ପରେ ମୃତ୍ୟୁ ବରଣ କରିଥିବା ବନ୍ଧୁ…
Read More...

ସରକାରୀ ମହିଳା ମହାବିଦ୍ୟାଳୟର ୬୦ତମ ବାର୍ଷିକୋତ୍ସବ ‘ନିକ୍ଵଣ’ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ୬୦ତମ ବାର୍ଷିକୋତ୍ସବ 'ନିକ୍ଵଣ' ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀ ସଂସଦର ସଭାପତି ଶକ୍ତିଶା ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବାର୍ଷିକୋତ୍ସବର ମଞ୍ଚରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ମୁଖ୍ୟ ଅତିଥି ଡଃ…
Read More...

ବାଙ୍କେଲ ଗ୍ରାମରେ ଅନୁଷ୍ଠିତ ଭ୍ରମରବର ବାଇ ଓ ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପାତଲପଡା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ପଞ୍ଚାୟତ ସଦର ମହକୁମାଠାରେ ଚାଲିଥିବା ସ୍ୱର୍ଗତ ଭ୍ରମରବର ବାଇ ଓ ସ୍ୱର୍ଗତା ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଜଗୁଆ ଦଳକୁ…
Read More...

ବାଙ୍କେଲ ସାପ୍ତାହିକ ବଜାରଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ସାପ୍ତାହିକ ବଜାର ଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କେଲ ଗ୍ରାମ ପଞ୍ଚାୟତର ସମସ୍ତ ଯାଦବ ସଦସ୍ୟମାନେ ଯୋଗଦେଇଥିଲେ । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି…
Read More...