ଦହିଗାଁ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଦହିଗାଁ କ୍ଲଷ୍ଟରର ନିପୁଣ ମେଳା ବିରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଧିଭୂଷଣ ଚାନ୍ଦ, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା…
Read More...

ବରଗଡ଼ ସାଂସଦଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସମ୍ମାନିତ ଅତିଥି ଭାବରେ ଶ୍ରୀକାନ୍ତ ମିଶ୍ର, ସନ୍ତୋଷ…
Read More...

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପୀନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାହାଜବାହାଲ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ପ୍ରକ୍ରିୟାର ଉଦ୍‌ଯାପନୀ ଉତ୍ସବ ଅଧ୍ୟକ୍ଷ ପ୍ରେମାଧର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ…
Read More...

ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ କାଲସାଏପାଲି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ଜେକେୱାଇଏସ୍‌ କାଲସାଏପାଲି ବନାମ ଫୌଜି କ୍ଲବ ଲୁଚକିବନ୍ଧ ଖେଳ ୧-୧ ଗୋଲରେ ଡ୍ର ରହିଥିଲା ।…
Read More...

ସଂଗ୍ରାମୀ ନେତା ରାହାସ ବିହାରୀ ସାହୁଙ୍କ ପିତୃ ବିୟୋଗ

ଅଞ୍ଚଳରେ ଶୋକ ଛାୟା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ପଲସାପାଲି ଗ୍ରାମ ପଞ୍ଚାୟତ ସମାରପାଲି ଗ୍ରାମର ଜଣେ ଜଣାଶୁଣା ପରିଚିତ ବ୍ୟକ୍ତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ସଂଗ୍ରାମୀ ନେତା ରାହାସ ବିହାରୀ ସାହୁଙ୍କ ପିତା ରାମଚନ୍ଦ୍ର…
Read More...

ମାର୍ଚ୍ଚ ୧୨ରେ ହେବ ଆଦିବାସୀ ମହାମେଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ସ୍ଥାନୀୟ ଇଚ୍ଛାପଡା ଶବରୀନାରାୟଣ କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀ କାଳିନ ବୈଠକ ସତ୍ୟନାରାୟଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୁରୁଷୋତ୍ତମ ଧରୁଆ ସାଧାରଣ ସଂପାଦକ, ଶରତ ସିଂ ଭୋଇ…
Read More...

ସାମ୍ବାଦିକ ଦିଲ୍ଲୀପ ଧାଉଡ଼ିଆଙ୍କୁ ଶ୍ରୀକ୍ଷେତ୍ର ପ୍ରତିଭା ରତ୍ନ ସମ୍ମାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଜିଲ୍ଲା ସଂସ୍କୃତି ଭବନ, ପୁରୀ ଠାରେ ସୋମବାର ପୂର୍ବାହ୍ନ ୧୦ଟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଜିଲ୍ଲା…
Read More...

ଜାତୀୟସ୍ତରରେ ଚମକି ଥିବା ଓଡିଆ ଝିଅ ପାୟଲ ନାଗଙ୍କୁ ରୋଟାରୀ କ୍ଲବ ଅଫ୍‌ ଇଲାଇଟ୍‌ ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର : ଜାତୀୟ ପାରା ଆର୍ଚେରୀ ନ୍ୟାସନାଲ ଚମ୍ପିୟାନସିପରେ ଚମକିଥିବା ପାୟଲ ନାଗଙ୍କୁ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ରୋଟାରୀ କ୍ଲବ ଅଫ୍‌ ଇଲାଇଟ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରୋଟାରୀ କ୍ଲବ ଅଫ୍‌ ଇଲାଇଟ୍‌ ପକ୍ଷରୁ ଆୟାଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ…
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ ଓ ମୁଖ୍ୟବକ୍ତା ଭାବେ ଛତାମଖନା ଉତ୍କଳ ଗ୍ରାମୀଣ…
Read More...

ପାୟଲର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରୀ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ନୃତ୍ୟ ଓ କଳାନୁଷ୍ଠାନ ପାୟଲର ୩୭ତମ ବାର୍ଷିକୋତ୍ସବ ରିଦିମ୍ ୨୦୨୫ ଆସନ୍ତା ଫେବୃଆରୀ ମାସ ୧ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପାୟଲ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।…
Read More...