ଜାମୁଟ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଓ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଯୋଜନାନୁସାରେ ଜାମୁଟ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଓ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଗମ୍ଭାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ କୈଳାସ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

କଛାରପାଲି ଚବିଶ ପ୍ରହର ନାମଯଜ୍ଞରେ ନରସିଂହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଚବିଶ ପ୍ରହର ନାମଯଜ୍ଞରେ ମଙ୍ଗଳବାର ଦିନ ମଧ୍ୟାହ୍ନରେ ପୂର୍ବତନ ବିଧାୟକ ତଥା ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ପରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ…
Read More...

ବାଡ଼ ଭାଙ୍ଗି ଘରେ ପଶିଲା ବିଏମ୍‌ଡ଼ବ୍ଲୁ କାର୍‌

ଭୁବନେଶ୍ୱର : ବାଡ଼ ଭାଙ୍ଗି ଘରେ ପଶିଲା ବିଏମ୍‌ଡ଼ବ୍ଲୁ କାର, ଅଳ୍ପକେ ବର୍ତ୍ତିଲେ ପରିବାର । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ - ୪ ଶାସ୍ତ୍ରୀ ନଗରରେ । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଏକ ବିଏମ୍‌ଡ଼ବ୍ଲୁ କାର୍‌ ଦ୍ରୁତଗତିରେ ଆସି ବାଡ଼ ଭାଙ୍ଗି ଘରେ…
Read More...

ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ ଆକ୍ସନ

ଭୁବନେଶ୍ୱର : ଏଣିକି ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ ଶ୍ରୀମନ୍ଦିର ଯାନି ଯାତ୍ରା ଓ ପର୍ବପର୍ବାଣୀ ନେଇ ଭୁଲ୍ ତଥ୍ୟ ପ୍ରକାଶ କଲେ ଆଇନ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ଆକ୍ସନ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।…
Read More...

ଟ୍ରାଫିକ ପୋଲିସ ପକ୍ଷରୁ ଟ୍ୱିନସିଟିରେ ଜୋରଦାର ଗାଡି ଚେକିଂ

ଭୁବନେଶ୍ୱର : ଟ୍ରାଫିକ ପୋଲିସ ପକ୍ଷରୁ ଟ୍ୱିନସିଟିରେ ଚାଲିଛି ଜୋରଦାରଚେକିଂ । ବିନା ହେଲମେଣ୍ଟ , ବିନା ନମ୍ବର ପ୍ଲେଟ ମଙ୍ଗଳବାର ରାଜଧାନୀରେ ଚାଲିଥିଲା ବ୍ଲକିଂ ଆଉ ଚେକିଂ । ଟ୍ରାଫିକ-୧ ର ୪ଟି ଛକରେ ଓ ଟ୍ରାଫିକ-୨ ଅଧିନରେ ୩ଟି ପାର୍କିଂ ସ୍ପଟରେ ପୋଲିସ ଜଗି ରହିଥିଲେ । ଯେଉଁ କାର କାଚରେ…
Read More...

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ନୂଆପଡ଼ା, (କେପିଏନ୍‌ଏସ୍‌) : ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ୬୫ ଗୋଟି ଦରଖାସ୍ତ…
Read More...

ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସାମୁହିକ ବ୍ରତୋପନୟନ ଆସନ୍ତା ମାର୍ଚ୍ଚ ୩୧ରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଚଳିତବର୍ଷ ମାର୍ଚ୍ଚ ମାସ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବ ବୋଲି ସମାଜର ସମ୍ପାଦକ ଜଣାଇଛନ୍ତି । ବିଗତ ୨୦ ବର୍ଷ ଧରି ପ୍ରତିବର୍ଷ ଆୟୋଜିତ…
Read More...

ବନ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମଠାରେ ବନ ବିଭାଗ ଓ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍‌ସିଏଫ୍‌ ଦିବ୍ୟ ଶଙ୍କର ବେହେରା ଯୋଗଦେଇ ଉକ୍ତ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ ।…
Read More...

ବିଇଓ ଅଫିସ ଘେରାଉ କଲେ ଖଟୁଆ କୁଦା ସ୍କୁଲ ଅଭିଭାବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ନେଇ ଦାବି ଜୋର ଧରିଛି । ପ୍ରଥମେ ଛତ୍ରୀଛାତ୍ର ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା…
Read More...

ମହାକୁମ୍ଭ ୨୦୨୫ରେ ଭକ୍ତମାନେ ଯେପରି ସହଜରେ ଆସିପାରିବେ ଏବଂ ଫେରି ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଭାରତୀୟ…

• ପ୍ରୟାଗରାଜ ଜଙ୍କସନ ସମେତ ପ୍ରୟାଗରାଜ ଅଞ୍ଚଳର ସମସ୍ତ ଆଠଟି ଷ୍ଟେସନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ; ତୀର୍ଥଯାତ୍ରୀଙ୍କ ଭିଡ଼କୁ କମାଇବା ପାଇଁ ରେଳବାଇ ରବିବାର ଦିନ ୩୩୦ଟି ଟ୍ରେନ୍ ଏବଂ ଆଜି ଅପରାହ୍ଣ ୩ଟା ସୁଦ୍ଧା ୨୦୧ଟି ଟ୍ରେନ୍ ଚଳାଉଛି• ଫେବୃଆରୀ ୧୨ ତାରିଖ ମାଘୀ ପୂର୍ଣ୍ଣିମାରେ…
Read More...