କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଗୃହ…

• ମୋଦିଜୀଙ୍କ ନେତୃତ୍ୱରେ ଦେଶ ଏକ ‘ଡିଜିଟାଲ ବିପ୍ଳବ'ର ସାକ୍ଷୀ ପାଲଟିଛି, ସାଇବର ସୁରକ୍ଷାଜନିତ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ଜଣେ ଏହାର ଆକାର ଏବଂ ପରିମାଣକୁ ବୁଝିବା ଆବଶ୍ୟକ• ସାଇବର ଅପରାଧ ରୋକିବା ପାଇଁ ଜାଲ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ କାର୍ଯ୍ୟକ୍ଷମ…
Read More...

ପ୍ରତିଭା ଅନ୍ୱେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଇ ସରଗମ ମ୍ୟୁଜିକାଲ ଆଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ସହରରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବା ପାଇଁ ପ୍ରୟାସ ଜାରିରଖିଛି । ଏହି କ୍ରମରେ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ 'ରାଗ୍ କେ ସିତାରେ'ଶୀର୍ଷକ…
Read More...

କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟାମ-୨୦୨୫ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତ କର୍ଲା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟାମ-୨୦୨୫ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟସମାରୋହରେ ଅନୁଷ୍ଠିତ ହୋଇଯାଇଛି । କର୍ଲା ଉନ୍ନୀତ…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଦଳ ପକ୍ଷରୁ ପାଇକମାଲ ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହା ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ବିସ୍ତାପିତଙ୍କ ବ୍ୟଥା ଶୁଣୁ ନାହାନ୍ତି ସରକାର ଓ ପ୍ରଶାସନ : ଆନ୍ଦୋଳନ ମୁହାଁ ହେବେ ବିସ୍ତାପିତ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ପୂର୍ବତନ ସରକାର ଭୋଟ ଲୋଭରେ ଉଦ୍‌ଘାଟନ କଲେ । ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦେଖି ବିସ୍ତାପିତମାନେ ଅନେକ ସମସ୍ୟା ଥିଲେ ହେଁ ଚୁପ ରହିଲେ । ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ସବୁ ସମାଧାନର ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି…
Read More...

ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଣ୍ଡାପଥର ପଞ୍ଚାୟତ ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଧାନ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସରପଞ୍ଚ ଶ୍ରୀମତି ଦେମନ୍ତୀ ଖେତି ଓ ସମ୍ମାନିତ ଅତିଥି…
Read More...

ଇ-ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏସ.ପି.ସି.ବି. ଏବଂ ହୁଲାଡେ଼କର ମିଳିତ ଆନୁକୂଲ୍ୟରେ ଇ-ୱେଷ୍ଟ ପରିଚାଳନା ନେଇ ଏକ କର୍ମଶାଳା ଆଜି ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସ.ପି.ସି.ବି.ରାଉରକେଲା ଆଞ୍ଚଳିକ ଶାଖା ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ…
Read More...

ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବରତୁଣ୍ଡା ଗାଁର ଝାଙ୍କର ଅମୃତ ଭୋଇ ପୂଜାର୍ଚ୍ଚନା କରିଥିଲେ । ଆୟୋଜିତ ଉଦ୍‌ଘାଟନୀ…
Read More...

ଏଡ୍‌ସ ସଚେତନତା ରେଲି ଆୟୋଜିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ୍‌ ରିବନ୍‌ କ୍ଲବ୍‌ ଦ୍ୱାରା ଏକ ସଚେତନତା ରେଲି ଆୟୋଜନ ହୋଇଯାଇଛି । ୟୁଥ୍‌ ରେଡକ୍ରସ୍‌ କାଉନ୍‌ସେଲର ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କ ତତ୍ତ୍ୱାବଧାନରେ ରେଡ୍‌ ରିବନ୍‌ କ୍ଲବ୍‌ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ…
Read More...

ଖୋଲାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ବିଶିଷ୍ଟ ଅତିଥି ଭାବେ ଖୋଲାନ…
Read More...