ଦେଓଗାଁ ଚିନିକଳ ସଂଘର୍ଷ ସମିତି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ଉଦ୍ୟାନ ଠାରେ ଦେଓଗାଁ ଚିନିକଳ ପୁନରୁଦ୍ଧାର ସଂପର୍କରେ ତୀବ୍ର ଆଲୋଚନା ଚକ୍ର ହୋଇଯାଇଛି । ଏହି ବିଷୟରେ ଅନେକ ବୁଦ୍ଧିଜୀବୀ ନିଜର ମତାମତ ରଖିଥିଲେ । ଦେଓଗାଁ ଚିନିକଳର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା । ଏହି ବାବଦରେ ଏକ କମିଟି ଗଠନ କରାଯାଇଛି!-->…
Read More...
Read More...